ସେପଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର – ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାମାସ ପହିଲାରୁ ଆରମ୍ଭ ହେବ । ସେପଟେମ୍ବର ୧ରୁ ୯ ତାରିଖ ଯାଏଁ ଚାଲିବ ଅଧିବେଶନ । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ୫ ତାରିଖ ରବିବାରକୁ ଛାଡି ଅନ୍ୟ ୮ ଦିନ ଗୃହକାର୍ଯ୍ୟ ହେବ । ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବି:  ସମଲେଇ ପୀଠରୁ ଦସ୍ତଖତ ଅଭିଯାନ ଆରମ୍ଭ

ସମ୍ବଲପୁର : "ସ୍କାନ" ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ "ଭାରତ ରତ୍ନ" ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା' ସମଲେଇ ପୀଠ ରୁ ପୂଜାର୍ଚନା ପରେ ଶୁଭାରମ୍ଭ ହୋଇଛି । "ସ୍କାନ" ର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡ଼.…