ରାହୁଲଙ୍କ ଆକାଉଣ୍ଟ୍ ଅନଲକ୍ କଲା ଟ୍ୱିଟର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ କଟକଣା ହଟିଛି । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । ଆକାଉଣ୍ଟ୍ ଲକ୍ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍‌କୁ ଅନଲକ୍ କରିଛି ।…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ: ଏଣିକି ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । ମୋଦି ଟ୍ୱିଟ୍ କରି କହିଛନ୍ତି – ଦେଶ ବିଭାଜନର ଯନ୍ତ୍ରଣା କଦାପି ଭୁଲି ହେବନି । ଅଗଷ୍ଟ ୧୪ ଦିନ ଆମର ଲକ୍ଷ ଲକ୍ଷ ଭାଇ,…

ଭିମସାରରେ ୮ ମାସର ଛୁଆ ଓ ୫ ବର୍ଷର ଶିଶୁ କୋରୋନା ପଜିଟିଭ

ବୁର୍ଲା- କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁମାନେ ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଦୁଇ ଶିଶୁ କୋଭିଡ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରେ ଜଣେ ୮ ମାସର ଛୁଆ ରହିଛି । ଏହି ଛୁଆ ଓ ଆଉ ଜଣେ ୫ ବର୍ଷୀୟ ଶିଶୁ ଅସୁସ୍ଥତା ଯୋଗୁଁ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର- ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶରେ ଏହି ଜଟିଳ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ଦିଆଯାଇଛି ବୋଲି ଏହାର ଏଡିଜି ସଞ୍ଜୀବ ପଣ୍ଡା…