ଏମଏସଏମଇ ବିକାଶ ପାଇଁ ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ସୁବିଧା ଯୋଗାଇବେ ରାଜ୍ୟ ସରକାର

ଛତ୍ରପୁର : ବୁଧବାର ଗଞ୍ଜାମ, ଗଜପତି, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଗଂଜାମ ଡିଆରଡିଏ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ…

ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟିପିସିଆର୍ ଲାବ୍‌

ଭୁବନେଶ୍ୱର- ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆରଟିପିସିଆର୍ ଲାବ୍ । ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ ରହିଛି । ବାକି ୧୬ଟି ଜିଲ୍ଲାରେ ଲ୍ୟାବ ସ୍ଥାପନ ପାଇଁ ଟେଣ୍ଡର ଦିଆସରିଛି । ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ କରିବାକୁ…

ଦୁର୍ବଳ ମୌସୁମୀ ଯୋଗୁଁ ଧାରା ଶ୍ରାବଣରେ ବର୍ଷା ଉଭାନ, ରାଜ୍ୟରେ ଏ ଯାଏଁ ୩୦ ପ୍ରତିଶତ କମ୍ ବର୍ଷା

ଭୁବନେଶ୍ୱର- ଧାରା ଶ୍ରାବଣରେ ଗ୍ରୀଷ୍ମର ଖରା ଓ ଗୁଳୁଗୁଳି । ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ନିଅଂଟିଆ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୨୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଭଦ୍ରକ, ବଲାଙ୍ଗିର, ଗଜପତି ଓ ଯାଜପୁରରେ ଏ ଥର…

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାର ଗିରଫ ହେଲେ ଭୁବନର କୋଟିପତି ପିଇଓ

ଢେଙ୍କାନାଳ - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାର ଗିରଫ ହୋଇଛନ୍ତି ଭୁବନର କୋଟିପତି ପିଇଓ ସନ୍ତୋଷ କୁମାର ସାହୁ । ଆଜି ଏକକାଳୀନ ପିଇଓଙ୍କ ଢେଙ୍କାନାଳ ଓ କାମାକ୍ଷାନଗର ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଭୁବନ ବ୍ଲକ ଦିଘି ଓ ମଠକରକୋଳା ପଂଚାୟତର ପିଇଓ ଥିବା ସନ୍ତୋଷ…