କରୋନା ଅପଡେଟ୍: ପାଞ୍ଚ ମାସ ପରେ ସବୁଠୁ କମ୍ ମାମଲା, ଦିନକରେ ଆଉ ୨୮,୨୦୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଙ୍କଟର ଦ୍ୱିତୀୟ ଲହରୀର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ପ୍ରାୟ ପାଞ୍ଚ ମାସ ପରେ ଦେଶରେ ସବୁଠୁ କମ୍ ଦୈନିକ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

କାଳିଆ ଛାତ୍ରବୃତ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର – କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ପିଲାଙ୍କ ଲାଗି ଆରମ୍ଭ ହୋଇଛି କାଳିଆ ଛାତ୍ରବୃତ୍ତି । ଏଥିପାଇଁ ଆଜିଠାରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ…

ଆଜି ଲୋକସଭାରେ ପାରିତ ହେବ ଓବିସି ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସହ ଜଡିତ 'ସମ୍ବିଧାନ (୧୨୭ ତମ ସଂଶୋଧନ) ବିଲ୍, ୨୦୨୧' ଉପସ୍ଥାପନ କରିଛନ୍ତି। ସମସ୍ତ ବିରୋଧୀ ଦଳ ଏକ ସ୍ୱରରେ ଏହାକୁ ସମର୍ଥନ ଜଣାଇଛନ୍ତି। ଏହା ଆଜି ଲୋକସଭାରେ ପାରିତ ହେବା ସମ୍ଭାବନା ରହିଛି । ସୋମବାର ଏହି ବିଲ୍ ଆଗତ କରିବା…

କୋଭିଡ କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର - ଆଜିଠୁ ଘଟଗାଁ ମାଆ ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି । କୋଭିଡ ଗାଇଡଲାଇନ ମଧ୍ୟରେ ମନ୍ଦିରରେ ଭକ୍ତମାନେ ମାଆଙ୍କ ଦର୍ଶନ କରିପାରିବେ । ସକାଳ ସାଢେ ୭ଟାରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିଛି । ମନ୍ଦିର ବେଢାରେ ଏକକାଳୀନ ୩୦ରୁ ଅଧିକ ଭକ୍ତ ରହିପାରିବେ ନାହିଁ ।…

ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଆଜି ଜୟନ୍ତୀ । ଏହି ଅବସରରେ ମହାନ ଗାୟକଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାସ୍ତ୍ରୀୟ କଣ୍ଠଶିଳ୍ପୀ, ସଂଯୋଜକ ଏବଂ ଓଡିଶୀ ସଙ୍ଗୀତଜ୍ଞ ଭାବେ ନିଜ ଅବଦାନ ସହ ଗୀତ ଗୋବିନ୍ଦ…

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବିଭାଗର ଅଭିଯାନ ଜାରି ରହିଛି । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ କୃଷ୍ଣଚନ୍ଦ୍ର ଜେନାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କର ପୁରୀ, ଭୁବନେଶ୍ୱର ଓ ବ୍ରହ୍ମଗିରି…

ଜାମ୍ମୁ କାଶ୍ମୀର: ସିଆରପିଏଫ୍ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଆହତ

ଶ୍ରୀନଗର: ଆଜି ସକାଳେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ୍ ଦଳ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୋପିଆନ୍ ଜିଲ୍ଲାର ଏକ ଅଞ୍ଚଳରେ ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା କର୍ମୀଙ୍କ…

ରାଜ୍ୟରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୧ ହଜାର ୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ହଜାରେ ତଳକୁ ଖସିବା ପରେ ରାଜ୍ୟରେ ପୁଣି ବଢିଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୫ ଏବଂ ସ୍ଥାନୀୟ ଅଂଚଳରୁ ୪୩୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩,…

ପୁଣି ଆଇଆଇଏମ୍ ସମ୍ବଲପୁରକୁ ମାଗଣା ଜମି ଯୋଗାଇଲେ ରାଜ୍ୟ ସରକାର

ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଜିଲ୍ଲା ବିଜେଡି ସମ୍ବଲପୁର : ରାଜ୍ୟ ସରକାର ସବୁ ବେଳେ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଆସିଛନ୍ତି । ବିଶେଷ କରି ଶିକ୍ଷାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନେଇ ଆସିଥିବା ବହୁ ବିଧି ପଦକ୍ଷେପ ତାଙ୍କ ପ୍ରତିବଦ୍ଧତାର…

ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ

ସତ୍ତ୍ୱ, ରଜ, ତମ ଏହି ତିନି ଗୁଣରୁ ହେଉଛନ୍ତି ପରଂବ୍ରହ୍ମ ପରମାତ୍ମା। ସେ ସର୍ଵ ବ୍ୟାପକ। ତାଙ୍କୁ ହିଁ 'ବ୍ରଜ' କୁହାଯାଏ । ପରଂବ୍ରହ୍ମ ସ୍ୱରୂପ 'ବ୍ରଜଧାମ' ଭଗବାନ ଶ୍ରୀକୃଷ୍ଣଙ୍କ ନିତ୍ୟ ନିବାସ ସ୍ଥଳି ଅଟେ। ମାୟିକ ବ୍ରହ୍ମାଣ୍ଡ ପରେ ରହିଛି ବିରଜା ମଣ୍ଡଳ ( କାରଣ ସମୁଦ୍ର), ବିରଜା ମଣ୍ଡଳ…