ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ଆପରାଧିକ ରେକର୍ଡ ପ୍ରକାଶ କର, ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ହ୍ରାସ କରିବା ଦିଗରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ସବୁ ରାଜନୈତିକ ଦଳ ନିଜ ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ସେମାନଙ୍କ ଆପରାଧୀକ ରେକର୍ଡ ପ୍ରକାଶ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କ୍ଷମତାର ଅପବ୍ୟବହାର…

ବଢିଲା ଯୁକ୍ତ ଦୁଇ କଲେଜ ସିଟ୍ ସଂଖ୍ୟା, ଅଗଷ୍ଟ ୧୨ରୁ ନାମଲେଖା ଆବେଦନ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ଆବେଦନ । ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଆବେଦନ କରିପାରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି କରାଯାଇଛି । କଳାରେ ସିଟ୍ ବୃଦ୍ଧି…

ପେଗାସସ୍ ମାମଲାରେ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ବ୍ୟବସ୍ଥା ଉପରେ ଭରସା ରଖ, ସୋସିଆଲ ମିଡ଼ିଆ ବିତର୍କରୁ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି କରି ହୋଇଥିବା ୯ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି ହୋଇଛି । ଏହି ମାମଲାରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଜବାବ ଦାଖଲ କରିବା ପାଇଁ ଆହୁରି ସମୟ ମାଗିଛନ୍ତି । ଏହା ପରେ କୋର୍ଟ…