କିସାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି ଅର୍ଥ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅଧୀନରେ କୃଷକମାନଙ୍କୁ ନବମ କିସ୍ତି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ଏଥର ୯.୭୫ କୋଟିରୁ ଅଧିକ କୃଷକ ପରିବାର ଏହାର ଲାଭ…