ଭାରତର ତୀର୍ଥସ୍ଥଳ ( ବ୍ରଜମଣ୍ଡଳ )

'ବର୍ଷାଣାମ ଭାରତ ଶ୍ରେଷ୍ଠ'। ସମଗ୍ର ପୃଥିବୀରେ ଭାରତ ବର୍ଷ ଶ୍ରେଷ୍ଠ। କାରଣ ଏହାର ପ୍ରତ୍ୟେକଟି ଶିଳା ଶାଳଗ୍ରାମ ତୁଲ୍ୟ ହୋଇଥିବା ବେଳେ ଏହାର ପ୍ରତ୍ୟେକଟି ନଦ ନଦୀର ଜଳ ହେଉଛି ଗଙ୍ଗାଜଳ। ଭାରତ ବର୍ଷର ପ୍ରତ୍ୟେକଟି ଅଣୁ ଅଣୁରେ ପୁରୀ ରହିଛି ଆଧ୍ୟାତ୍ମିକତାର ସ୍ଫରଣ। ବାସ୍ତବରେ ଏହା ଦେବଭୂମି।…

ଆମ ଶରୀର ଚର୍ଚ୍ଚା ( ଯୋଗ )

ପଞ୍ଚ ମହାଭୂତର ମୌଳିକ ଉପାଦାନ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଆମର ଏ ଶରୀର ଗଠିତ ହୋଇଛି। ମନୁଷ୍ୟର ପାଞ୍ଚୋଟି ସ୍ପର୍ଶ ଇନ୍ଦ୍ରିୟ ଯଥା ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଏବଂ କାର୍ଯ୍ୟ କରୁଥିବା ପାଞ୍ଚୋଟି ଇନ୍ଦ୍ରିୟ ଯଥା ମୁଖ, ପାଦ, ହାତ, ମଳଦ୍ୱାର ଓ ପ୍ରଜନନ ଅଙ୍ଗ ବ୍ୟତୀତ…

ଶାବର ତନ୍ତ୍ରର ଦେବୀ ଶ୍ରୀକ୍ଷେତ୍ରର ବିଶ୍ୱେଶ୍ୱରୀ

ଶ୍ରୀକ୍ଷେତ୍ରକୁ ରକ୍ଷା କରିବା ପାଇଁ ଏହାର ଅଷ୍ଟ ଦିଗରେ ଅଷ୍ଟଚଣ୍ଡି ବିରାଜିତ। ଏହି ଅଷ୍ଟଚଣ୍ଡିଙ୍କ ମଧ୍ୟରୁ ମା ବିଶ୍ୱେଶ୍ୱରୀ ଅନ୍ୟତମ। ଭକ୍ତବତ୍ସଲା ମା ହେଉଛନ୍ତି ଉଗ୍ରରୂପା। ମା ଙ୍କ ମନ୍ଦିରଟି ଭବ୍ୟ ହେଲେ ମଧ୍ୟ ଏହା ଜନ ସାଧାରଣଙ୍କ ଆଢୁଆଳରେ ରହିଯାଇଛି। ନରେନ୍ଦ୍ର ସରୋବରର ପଶ୍ଚିମ ଦିଗରେ…

ଦୃଷ୍ଟ ତୁ ପାଣ୍ଡବା ନିକମ୍ ବ୍ୟୁଢଂ ଦୁର୍ଯୋଧନ ସ୍ତଦା। ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ।।

ଦୃଷ୍ଟ ତୁ ପାଣ୍ଡବା ନିକମ୍ ବ୍ୟୁଢଂ ଦୁର୍ଯୋଧନ ସ୍ତଦା। ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ।। ହେ ଆଚାର୍ଯ୍ୟ ! ପାଣ୍ଡୁପୁତ୍ର ମାନଙ୍କର ବିରାଟ ସୈନ୍ୟବାହିନୀକୁ ଦେଖନ୍ତୁ। ଏହା ଆପଣଙ୍କ ଅତି ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ବ୍ୟୁହାକାରରେ ସଜ୍ଜିତ ହୋଇଅଛି। (ଗୀତା ୧ମ…

ବର୍ଷା ବିଗାଡ଼ିଲା ପଞ୍ଚମ ଦିନର ଖେଳ, ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଡ୍ର

ନଟିଂହାମ୍ : ଅବିଶ୍ରାନ୍ତ ବର୍ଷା ପଞ୍ଚମ ଦିନର ଦିନର ଖେଳ ବିଗାଡ଼ିଥିବା ବେଳେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଛି । ଲଗାଣ ବର୍ଷା ଯୋଗୁଁ ଆଜି ଗୋଟିଏ ବି ବଲ୍ ପଡ଼ିପାରିନଥିଲା । ବର୍ଷା ଯୋଗୁଁ ସମ୍ଭାବ୍ୟ ବିଜୟରୁ ବଞ୍ଚିତ ହୋଇଥିବା ଭାରତକୁ ଇଂଲଣ୍ଡ ସହ ପଏଣ୍ଟ୍ ଭାଗ କରିବାକୁ ପଡିଛି…

ଟୋକିଓ ଅଲିମ୍ପିକ୍ସ-୨୦୨୦ ଉଦଯାପିତ, ପ୍ୟାରିସରେ ପରବର୍ତ୍ତୀ ସଂସ୍କରଣ

ଟୋକିଓ: ପୁଣି ଚାରି ବର୍ଷ ପରେ ଦେଖା ହେବାର ପ୍ରତିଶ୍ରୁତି ସହ ଟୋକିଓ ଅଲିମ୍ପିକ୍ସ ରବିବାର ଉଦଯାପିତ ହୋଇଯାଇଛି । କୋଭିଡ-୧୯ ଯୋଗୁଁ ବର୍ଷେ ବିଳମ୍ବରେ ଅନୁଷ୍ଠିତ ହୋଇଥିବା ଏହି ୩୨ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ସମାପନ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି…

ସମ୍ବଲପୁରରେ ନକଲି ନୋଟ୍ କାରବାରର ପର୍ଦ୍ଦାଫାସ

ସମ୍ବଲପୁର : ନକଲି ନୋଟ୍ କାରବାରର ଏକ ବଡ ବ୍ୟାକେଟ୍‌ର ପର୍ଦ୍ଦାଫାସ କରିବାରେ ସମ୍ବଲପୁର ପୁଲିସକୁ ବଡ଼ ସଫଳତା ମିଳିଛି । ଏକକାଳୀନ ୧୩.୮୫ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ସହିତ ଏଥିରେ ୬ ଜଣଙ୍କୁ ଗିରଫ କରିଛି । ଏହା ସହିତ ନକଲି ନୋଟ୍ ଛାପା ପାଇଁ ବ୍ୟବହୃତ ବିଭିନ୍ନ ମେସିନ୍‌ ଜବତ…