ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବାରୁ ପି.ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତର ଦୁଇଟି ଅଲମ୍ପିକ୍ସରେ ପଦକ ଜିତି ସିନ୍ଧୁଙ୍କ ନିଷ୍ଠାର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।…

ଭାରତକୁ ଆଉ ଏକ ପଦକ, ବ୍ୟାଡମିଂଟନରେ ପି.ଭି ସିନ୍ଧୁ ଜିଣିଲେ ବ୍ରୋଞ୍ଜ୍‌

ଟୋକିଓ - ଅଲିମ୍ପିକ୍ସରୁ ଆସିଛି ଭାରତ ପାଇଁ ଖୁସି ଖବର । ଦେଶ ପାଇଁ ଦ୍ୱିତୀୟ ପଦକ ଆଣିଛନ୍ତି ବ୍ୟାଡମିଂଟନ ତାରକା ପି.ଭି ସିନ୍ଧୁ । ବ୍ରୋଞ୍ଜ ପଦକ ଜିତିଛନ୍ତି ସିନ୍ଧୁ । ସେମିଫାଇନାଲରେ ପରାସ୍ତ ହୋଇଥିବା ସିନ୍ଧୁ ଆଜି ବ୍ରୋଞ୍ଜ୍ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଚୀନ୍‌ର ବିଙ୍ଗ୍…

ମୌଳିକ ଅଧିକାର ଉଲ୍ଲଂଘନ ନେଇ ଦୁଇବର୍ଷରେ ୭୮୦୦ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ: ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ନେଇ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟ ଗୁଡିକରେ ୨୦୧୯ରୁ ଏ ଯାଏଁ ୭୮୦୦ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କିଛି ହାଇକୋର୍ଟରେ ଏଭଳି ଜନସ୍ୱାର୍ଥ ମାମଲାର ସ୍ୱତନ୍ତ୍ର ଭାବେ ରେକର୍ଡ ରଖାଯାଉନଥିବା ବେଳେ ଅନ୍ୟ କେତେକ ହାଇକୋର୍ଟରେ…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ରିକେଟ୍ ଛାଡ଼ିଲେ ଷ୍ଟୋକ୍ସ, ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବି ଓହରିଲେ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ରିକେଟରୁ ହଠାତ ଅନିର୍ଦ୍ଦିଷ୍ଟ କାଳ ବିରତି ନେବାକୁ ଘୋଷଣା କରିଛନ୍ତି । ନିଜ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି । ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ପାଞ୍ଚ…