ଅଗଷ୍ଟ କୋରୋନା ଗାଇଡଲାଇନ, ଅପରାହ୍ନ ସାଢେ ୩ଟାରେ ଏସଆରସିଙ୍କ ପ୍ରେସମିଟ୍
ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୩ଟାରେ ଏସଆରସି ପ୍ରଦୀପ ଜେନା ପ୍ରେସ ବିବୃତି ରଖିବେ । ଅଗଷ୍ଟ ମାସର କୋଭିଡ ଗାଇଡଲାଇନ ନେଇ ସେ ଘୋଷଣା କରିପାରନ୍ତି । ବର୍ତ୍ତମାନର ଆଂଶିକ କଟକଣା ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ରାଜ୍ୟରେ କୋରୋନା ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇବାରେ…