ଟୋକିଓ ଅଲିମ୍ପିକ୍ସ: ସିନ୍ଧୁ ସେମିରେ ହାରିଲେ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟରେ ପିଭି ସିନ୍ଧୁଙ୍କ ଠାରୁ ଯେଉଁ ସ୍ଵର୍ଣ୍ଣ ପଦକ ଆଶା ଥିଲା ତାହା ମଉଳି ଯାଇଛି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ବିଶ୍ଵ ଚାମ୍ପିୟନ ସିନ୍ଧୁ ଚାଇନିଜ୍ ତାଇପେଇର ଦ୍ୱିତୀୟ ସିଡ୍ ତାଇଜୁ ୟିଙ୍ଗଙ୍କ ଠାରୁ ୨୧-୧୮, ୨୧-୧୩ରେ ପରାସ୍ତ ହୋଇଛନ୍ତି…

ଅଗଷ୍ଟ ଗାଇଡଲାଇନ୍ : ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଆହାର କେନ୍ଦ୍ର ଖୋଲା ରହିବ

ଭୁବନେଶ୍ୱର - ଅଗଷ୍ଟ ମାସ କୋଭିଡ ଗାଇଡଲାଇନ ଅନୁସାରେ ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲିବ । କୋଭିଡ କଟକଣା ସହ ଖୋଲିବ ସବୁ ଆହାର କେନ୍ଦ୍ର । ଆହାର କେନ୍ଦ୍ରରେ ବସି ଲୋକେ ଖାଇପାରିବେ । ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପୂର୍ବଭଳି କଟକଣା ଜାରି ରହିବ । ଅଟୋ ଓ ଟ୍ୟାକ୍ସି ପୂର୍ଣ୍ଣ କ୍ଷମତାରେ…

ଅଗଷ୍ଟ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି : ମଲ୍‌, ପାର୍କ ଖୋଲିବ, ୫୦ ପ୍ରତିଶତ କ୍ଷମତାରେ ଖୋଲିବ ସିନେମା ହଲ୍

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ କୋରୋନା ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କରେ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଭୁବନେଶ୍ୱର, କଟକ ଓ ପୁରୀ ସହରରେ କେବଳ ସପ୍ତାହାନ୍ତ ସଟଡାଉନ୍…

ଥିରୁବନନ୍ତପୁରମରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଥିରୁବନନ୍ତପୁରମ: 'ବନ୍ଦେ ଭାରତ' ମିଶନ୍ ଅଧୀନରେ ସାଉଦି ଆରବରୁ ଭାରତୀୟ ନାଗରିକଙ୍କୁ ଆଣିବାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଆଜି ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ବିମାନର ଝରକାରେ ଫାଟ ଯୋଗୁଁ…

ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା

ଡାଏଟର ୯୫ ଗୁରୁ ଛାତ୍ରଛାତ୍ରୀ ଶିଖ୍ୟାଦାନରେ ସାମିଲ , ୯୦୦ ପିଲା ହେବେ ଉପକୃତ ଭବାନୀପାଟଣା : କରୋନା ଯୋଗୁଁ ପିଲାଙ୍କ ସ୍କୁଲ ପଢାରେ ଡୋରି ପଡିଛି । ଅନଲାଇନ ପାଠପଢା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ହେଲେ ଏହି ଅନଲାଇନ ଶିଖ୍ୟାରୁ ବହୁ ଗରିବ ପିଲା ବଞ୍ଚିତ ହେଉଛନ୍ତି । କଳାହାଣ୍ଡି…

ଭାରତ ହାତରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଭାରତ ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ। ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବରେ ୨୦୨୧-୨୨ କାର୍ଯ୍ୟକାଳ ମଧ୍ୟରେ ଭାରତ ପ୍ରଥମ ଥର ଅଧ୍ୟକ୍ଷତା ଦାୟିତ୍ବ ତୁଲାଇବ। ଦୁଇ ବର୍ଷ ପାଇଁ ଭାରତ ଏହି ପଦ ସମ୍ଭାଳିବ ।…