ପେଗାସସ୍ ମାମଲା: ଗଣମାଧ୍ୟମ ରିପୋର୍ଟ ସତ ହୋଇଥିଲେ ସାଂଘାତିକ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ନେଇ ଦାୟର ହୋଇଥିବା ପିଟିସନର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମନ୍ନା କହିଛନ୍ତି ଯେ, ଯଦି ପେଗାସସ୍ ଗୁଇନ୍ଦାଗିରି ନେଇ ଗଣମାଧ୍ୟମରେ ପ୍ରକାଶିତ…