ପେଗାସସ୍ ମାମଲା: ଗଣମାଧ୍ୟମ ରିପୋର୍ଟ ସତ ହୋଇଥିଲେ ସାଂଘାତିକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ନେଇ ଦାୟର ହୋଇଥିବା ପିଟିସନର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା କହିଛନ୍ତି ଯେ, ଯଦି ପେଗାସସ୍ ଗୁଇନ୍ଦାଗିରି ନେଇ ଗଣମାଧ୍ୟମରେ ପ୍ରକାଶିତ…

ଆଇସିଏମ୍ଆର୍ ଅଧ୍ୟୟନରେ ଦାବି: ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କୋଭାକ୍ସିନ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଚାଲିଥିବା ଲଢ଼ଇ ମଧ୍ୟରେ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କୋଭାକ୍ସିନ୍…

ଗିରଫ ଓଏସଏସସିଙ୍କ ପିଏ ବିରଞ୍ଚି ନାରାୟଣ ସାହୁ ଚାକିରିରୁ ସସ୍‌ପେଣ୍ଡ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଯୋଗୁଁ ଗିରଫ ହୋଇଥିବା ଓଡିଶା ଷ୍ଟାଫ୍ ସିଲେକସନ୍ କମିଶନ-ଓଏସଏସସି ସଦସ୍ୟଙ୍କ କୋଟିପତି ପିଏସ୍ ବିରଂଚି ନାରାୟଣ ସାହୁଙ୍କୁ ଚାକିରିରୁ ସସପେଣ୍ଡ୍ କରାଯାଇଛି । ଓଏସଏସସି ଅଧ୍ୟକ୍ଷ ବିରଂଚିଙ୍କୁ ସସପେଣ୍ଡ କରିବା ସହ ତାଙ୍କ ବିରୋଧରେ ଦୃଢ…