ଦିଲ୍ଲୀରେ ଆଜିଠାରୁ ଖୋଲିବ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ସ୍ପା; ଶତ ପ୍ରତିଶତ କ୍ଷମତା ସହ ଚାଲିବ ମେଟ୍ରୋ
ନୂଆଦିଲ୍ଲୀ: ହ୍ରାସ ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଆଜିଠାରୁ ଦିଲ୍ଲୀରେ ଅନଲକ୍-୮ ଲାଗୁ ହେବ। ଅନଲକ୍ ର ଏହି ପର୍ଯ୍ୟାୟରେ ୩ ମାସରୁ ଅଧିକ ସମୟ ଧରି ବନ୍ଦ ଥିବା ସିନେମା ହଲ୍ ଏବଂ ସ୍ପା ଗୁଡ଼ିକୁ ବଡ଼ ଆଶ୍ବସ୍ତି ମିଳିଛି | ଅନଲକ୍-୮ ଅଧୀନରେ ସର୍ତ୍ତ ସହିତ ସିନେମା ହଲ୍ ଏବଂ ସ୍ପା ଖୋଲିବାକୁ…