ନୂଆପଡା ପ୍ରତି ପୁଣି ପ୍ରତିବଦ୍ଧତା ଦେଖାଇଲେ ନବୀନ, ଉଦନ୍ତୀ ନଦୀରେ ଅନ୍ତଃନଦୀ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ

ନୂଆପଡା: ନୂଆପଡା ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ଗତ ପାର୍ଚ୍ଚ ମାସରେ ୨୩୩୭ କୋଟି ବ୍ୟୟରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାବାସୀଙ୍କ ଦୀର୍ଘ ଦଶନ୍ଧିର ଦୁଃଖ ଦୁର…

ଏସଟିଏଫ୍ ଓ ବନ ବିଭାଗର ଚଢାଉ ୨ ବାଘଛାଳ ସହ ବନ୍ଧୁକ ଜବତ , ୫ ଗିରଫ

ଦେବଗତ/ବୌଦ୍ଧ : ଏସଟିଏଫ୍ ଆଜି ଦେବଗତ ଏବଂ ବୌଦ୍ଧରେ ଚଡାଉ କରି ୨ଟି ଘଟଣାରେ ୨ଟି ବାଘ ଛାଲ ଜବତ କରିବା ସହିତ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଦେବଗଡ ଜିଲ୍ଲାର ରିଆମାଳ ରେଞ୍ଜରେ ବାଘଛାଲ ଜବତ ହେବା ସହିତ ଚାରି ଜଣକୁ…

ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର – ବ୍ରହ୍ମପୁର ଗୋଷାଣିନୂଆଗାଁ ପୋଲିସକୁ ବଡ ସଫଳତା । ଏକ ଅନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରିଛି ପୋଲିସ । ଗ୍ୟାଙ୍ଗର ସଦସ୍ୟମାନେ ଦାମୀ ମୋବାଇଲ ଚୋରି କରିବା ସହ ଅନ୍ୟାନ୍ୟ ଅପରାଧରେ ଲିପ୍ତ ଥିଲେ । ଗିରଫ ଡକାୟତଙ୍କଠାରୁ ୩୨ଟି ଚୋରା ମୋବାଇଲ ଉଦ୍ଧାର କରାଯାଇଛି । ଏହାଛଡା ଗୋଟିଏ…

୨ ଲକ୍ଷ ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଜାଲରେ ଏସଆଇ

ଭବାନୀପାଟଣା- ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଏସଆଇ ଉଗ୍ରସେନ ପଟେଲ୍ । ସେ ଲାଂଚ ନେଇଥିବା ୨ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ବାଇକ୍ ଡିକିରୁ ୨ ଲକ୍ଷ ଟଙ୍କା ଡବତ କରାଯାଇଛିା ଅଫିସ,ବାସଭବନ ଓ ବଲାଙ୍ଗିର ସ୍ଥିତ…