ପ୍ରଦର୍ଶନ କାର୍ଯ୍ୟକ୍ରମରେ ଚାଷୀଙ୍କୁ କୃଷି ସାମଗ୍ରୀ ବଦଳରେ ଡିବିଟି ମାଧ୍ୟମରେ ଅର୍ଥ ସହାୟତା ଦିଆଯିବ

ଭୁବନେଶ୍ୱର: ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର , କୀଟନାଶକ ଔଷଧ , ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ଏହା ଦ୍ଵାରା…

ରାଜଧାନୀରେ ମର୍ଡର ମିଷ୍ଟ୍ରି : ସ୍ୱାମୀ ଘରେ ନ ଥିବା ବେଳେ ପତ୍ନୀଙ୍କୁ ନିର୍ମମ ହତ୍ୟା, ଘରୁ ଉଦ୍ଧାର ହେଲେ ଆହତ…

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ସ୍ୱାମୀ ନ ଥିବା ବେଳେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା ଓ ଜଣେ ପୁୁରୁଷଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ୍ -୧ ଅଂଚଳରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ…

ସୂଚନା ଅଧିକାରୀମାନେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମର…

କାଲିଠାରୁ ସବୁ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫ୍ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଲକଡାଉନ ବି କୋହଳ ହେଉଛି । ଏ ଦୃଷ୍ଟିରୁ ସବୁ କର୍ମଚାରୀଙ୍କୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜୁଲାଇ ୬ ତାରିଖରୁ ସବୁ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫ୍ ଡିଗ୍ରୀ କଲେଜ ଓ…

ସୁନାବେଶ ପୂର୍ବରୁ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ ମରାମତି ହେବ

ପୁରୀ- ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ ମରାମତି ହେବ । ଶ୍ରୀଜଗନ୍ନାଥଙ୍କ ୨ଟି ଓ ବଳଭଦ୍ରଙ୍କ ୨ଟି ଶ୍ରୀଭୂଜ ମରାମତି କରାଯିବ । ଅଳଙ୍କାର ମରାମତି ହେବା ପରେ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବେ । ଏସବିଆଇରୁ ୧୨୦୦ ଗ୍ରାମ ସୁନା ଅଣାଯାଇ ଅଳଙ୍କାର ମରାମତି କରାଯିବ । ବେସରକାରୀ…

ମହିଳା ବିଜେଡିର ନୂତନ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ନବନିଯୁକ୍ତ ରାଜ୍ୟ ମହିଳା ବିଜେଡିର କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ ପୁନଃ ନିଯୁକ୍ତ ସମ୍ବଲପୁର ଜିଲ୍ଲା…

ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ବର୍ଷେ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ବାଚସ୍ପତି ଭାସ୍କର ଯାଦବଙ୍କୁ ଦୁର୍ବ୍ୟବହାର କରିଥିବା ଯୋଗୁଁ ୧୨ ଜଣ ବିଜେପି ବିଧାୟକଙ୍କୁ ମହାରାଷ୍ଟ୍ର ବିଧାନସଭାରୁ ଏକ ବର୍ଷ ପାଇଁ ନିଲମ୍ବିତ…