ଲଗାତର ଦ୍ୱିତୀୟ ଦିନ ରାଜ୍ୟରେ ଦୈନିକ ସଂକ୍ରମଣ ତିନି ହଜାର ତଳେ, ଦିନକରେ ୨୮୭୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ଦୈନିକ କୋରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍‌ି ୨ ହଜାର ୮୭୦ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୫୨ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ…

କରୋନା ଅପଡେଟ୍: ଦିନକରେ ଆଉ ୪୩,୦୭୧ ନୂଆ ମାମଲା, ୯୫୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଜୁନ୍ ୨୭ ପରଠାରୁ କ୍ରମାଗତ ଭାବରେ ୫୦ ହଜାରରୁ କମ୍ ମାମଲା ରିପୋର୍ଟ ହେଉଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୦୭୧ ନୂଆ କରୋନା ମାମଲା ଆସିଥିବା ବେଳେ ୯୫୫ ସଂକ୍ରମିତ…

କଳ୍ପତରୁ ଆଶ୍ରମ ଅନ୍ତେବାସୀଙ୍କୁ ବିଜେଡି ତରଫରୁ ରାତ୍ରଭୋଜନ ବ୍ୟବସ୍ଥା

ସମ୍ବଲପୁର: ଆଜି କଳ୍ପତରୁ ଅନାଥ ଆଶ୍ରମ ହୀରାକୁଦ, ସମ୍ବଲପୁର ମହାନଗର ୱାର୍ଡ ନ 11 ରେ ଅନାଥ ଛାତ୍ର ମାନଙ୍କ ପାଇଁ ରାତ୍ର ଭୋଜନ ର ବ୍ୟବସ୍ଥା ବିଜୁ ଜନତା ଦଳ ସମ୍ବଲପୁର ମହାନଗର ତରଫରୁ ବ୍ୟବସ୍ଥା କରାଯାଇଥିଲା l ହରଦିପ ଭୁର୍ଜି (ବବି ସିଂହ) ବିଜେଡି ସମ୍ବଲପୁର ମହାନଗର ନେତା ଓ ନେସନେଲ ଜର୍ଜ…

ଜ୍ୟୋତିବିହାରରେ ଲୋକ ସଂସ୍କୃତି ଶୀର୍ଷକ ଜାତୀୟ ଓ୍ବେବିନାର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଗତ ତା ୦୨୲୦୭୲୨୦୨୧ ଶୁକ୍ରବାର ଦିନ ଓଡିଆ ଲୋକ କଥା ରେ ଲୋକସଂସ୍କୃତି ଶୀର୍ଷକରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଓଡିଆ ବିଭାଗ ର ମୁଖ୍ୟ ତଥା ସଂଯୋଜକ ଡକ୍ଟର ନାକୁ ହାଁସଦାଃ ଙ୍କ…

ଛତିଶା ନିଯୋଗ ସହ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ବ୍ୟବସ୍ଥାବଳୀ ଚୂଡାନ୍ତ

ପୁରୀ- ଆସନ୍ତା ରଥଯାତ୍ରାରେ କେବଳ ସେବାୟତ ମାନେ ହିଁ ରଥଟାଣିବେ । ଗତଥର ଭଳି ଏଥର ମଧ୍ୟ ରଥର ଦ‌ଖିଣ ମୋଡ଼ ପାଇଁ ନିୟୋଜିତ ହେବେ ପୋଲିସ ବାହିନୀ । ସେବାୟତ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ସେମାନଙ୍କ ପାଇଁ ଗାମୁଛା ଓ ସାନିଟାଇଜର ବ୍ୟବସ୍ଥା କରାଯିବ । ଆଜି ଛତିଶା ନିଯୋଗ…