ଗୀତା ମାହାତ୍ମ୍ୟ: ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା। ନ ଚାଭାବୟତଃ ଶାନ୍ତିର ଶାନ୍ତସ୍ୟ କୁତଃ ସୁଖମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା।
ନ ଚାଭାବୟତଃ ଶାନ୍ତିର ଶାନ୍ତସ୍ୟ କୁତଃ ସୁଖମ।।

ହେ ଅର୍ଜୁନ ! ମନ ଓ ଇନ୍ଦ୍ରିୟ ମାନଙ୍କୁ ଜୟ କରି ନଥିବା ମନୁଷ୍ୟର ନିଶ୍ଚୟତ୍ମିକା ବୁଦ୍ଧି ହୁଏନାହିଁ। ଏବଂ ସେହିପରି ଅଯୁକ୍ତ ମନୁଷ୍ୟର ଅନ୍ତଃକରଣରେ ଆସକ୍ତି ଭାବନା ବି ଆସେନାହିଁ। ଆସକ୍ତି ଭାବନାହୀନ ଶାନ୍ତି ମିଳେନାହିଁ; ଶାନ୍ତିରହିତ ମନୁଷ୍ୟକୁ ସୁଖ ବା କେଉଁଠୁ ମିଳିବ?

(ଗୀତା ୨ୟ ଅ। ୬୬ଶ ର୍ଶ୍ଳୋକ )

Comments are closed.