ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ- ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି ପାଳିତ ହେଉଛି । ଜ୍ୟେଷ୍ଠ ଶୁଳ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ଏହି ନୀତି ପାଳନ କରାଯାଇଥାଏ । ଏହି ଅବସରରେ ସଂଧ୍ୟାଧୂପ ବଢିବା ପରେ ମଦନମୋହନ ଭିତରୁ ଆଜ୍ଞାମାଳ ପାଇ ଭୋଗ ବାଟ ଗଣେଶଙ୍କଠାରେ ପଡିଥିବା ଖଟରେ ବିଜେ କରନ୍ତି । ଜଣେ ଡଗର ଆସି…

କରୋନା ଅପଡେଟ୍‌: ୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ସଂକ୍ରମଣ, ଆଉ ୫୮,୪୧୯ ଆକ୍ରାନ୍ତ ଚିହ୍ନଟ, ୧୫୭୬ ମୃତ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ୮୧ ଦିନ ପରେ ଦେଶରେ ଦୈନିକ ମାମଲା ୬୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୫୮,୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶେଷ ଥର ମାର୍ଚ୍ଚ ୩୦ରେ ୬୦ ହଜାରରୁ କମ୍ ମାମଲା ରେକର୍ଡ କରାଯାଇଥିଲା ।…

ରାଜ୍ୟରେ ଆଉ ୪୦ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୩ ହଜାର ୫୯୦କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୫ ଜଣ, ବରଗଡ ଜିଲ୍ଲାରୁ ୫, କୋରାପୁଟ ଜିଲ୍ଲାରୁ ୪, ରାୟଗଡାରୁ ୪, ମୟୂରଭଞ୍ଜରୁ ୪, ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୩,…

ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ଗଜାନନ ବେଶ ନେଇ ଦଇତାପତି ଓ ପୁଷ୍ପାଳକଙ୍କ ସହ ଆଲୋଚନା କଲେ ପୁରୀ ଜିଲ୍ଲାପାଳ

ପୁରୀ – ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ଗଜାନନ ବେଶ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଗଜାନନ ବେଶ ନେଇ ଦଇତାପତି ଓ ପୁଷ୍ପାଳକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଶ୍ରୀମନ୍ଦିର ସତ୍ୱଲିପି ଆଧାରରେ ସ୍ନାନବେଦୀରେ ରହିବେ ସେବାୟତ । ଆବଶ୍ୟକ…

ଗାୟିକା ତପୁ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର – ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ସଂଗୀତ ଜଗତରେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ତପୁଙ୍କ ଅମର ଆତ୍ମାର…

ରାଜ୍ୟରେ ଆଉ ୩ ହଜାର ୫୭୭ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାରରୁ ତଳେ ରହିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୩୯ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧, କଟକରୁ ୪୦୭,…

ବିକାଶ ସହ ପରିବର୍ତ୍ତନ… ନେତୃତ୍ବ ନେଉଛନ୍ତି ଏସଏଚଜି

ସମାଜରେ ନାରୀଙ୍କୁ ଯଦି ସୁଯୋଗ ମିଳେ, ସେମାନେ ନିଜ ପ୍ରତିଭାର ଉଚିତ ନିଦର୍ଶନ ଦେଖାଇ ପ୍ରତିଟି କାର୍ଯ୍ୟକୁ ସୂଚାରୁ ରୂପେ ଆଗେଇ ନେବେ। ଏହାଦ୍ୱାରା ସମାଜ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ସାମଗ୍ରୀକ ବିକାଶ ତ୍ବରାନ୍ବିତ ହୋଇପାରିବ। ଗଞ୍ଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ଏଭଳି…