ଅପମାନ ସହିନପାରି କାନ୍ଦିଲେ ଚନ୍ଦ୍ରବାବୁ ନାଇଡୁ, କ୍ଷମତାକୁ ନ ଫେରିବା ଯାଏଁ ବିଧାନସଭାକୁ ଆଉ ଆସିବେନି

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦିବା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣ ଓ ଅପମାନ ଆଉ ସହିପାରିବିନି ବୋଲି କହି ଚନ୍ଦ୍ରବାବୁ…

ଗାଙ୍ଗପୁର ଥାନା ଜାତୀୟ ପୁରସ୍କାର ପାଇବା ଓଡିଶା ପୋଲିସ ପାଇଁ ଗର୍ବର ବିଷୟ

କଟକ- ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ୨୦୨୧ ପାଇଁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ରୂପେ କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି । ଏହା ବେଶ୍ ଗର୍ବର ବିଷୟ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । ଗାଙ୍ଗପୁର ଥାନା ଆଇଆଇସି ଲକ୍ଷନୌରେ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ…

ମହିଳା ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଚାରି ଖେଳାଳି, ଦୀପଗ୍ରେସ୍ ଏକ୍କା ଉପଅଧିନାୟିକା

ଭୁବନେଶ୍ୱର- ଦକ୍ଷିଣ କୋରିଆର ଦୋନଘାଏଠାରେ ଆସନ୍ତାମାସରେ ଖେଳାଯିବାକୁ ଥିବା ଏସିଆନ ମହିଳା ଚାମ୍ପିଅନସ ଟ୍ରଫି ହକି ଟୁର୍ଣ୍ଣାମେଂଟ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଚାରି ଖେଳାଳି ସ୍ଥାନ ପାଇଛନ୍ତି । ୧୮ ଜଣିଆ ଦଳରେ ସ୍ଥାନ ପାଇଥିବା ଚାରି ଓଡିଆ ଖେଳାଳି ହେଲେ - ଦୀପଗ୍ରେସ ଏକ୍କା, ନମିତା…

ଆୟ ବହିର୍ଭୂତ ମାମଲାରେ ଆଉ ଜଣେ ସରକାରୀ ଅଧିକାରୀ ଗିରଫ

ସୋନପୁର- ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ…

ଦେଶର ଦ୍ବିତୀୟ ସର୍ବୋତ୍କୃଷ୍ଣ ଥାନା ଗାଙ୍ଗପୁର: ପୁରସ୍କାର ଗ୍ରହଣ କଲେ ଆଇଆଇସି

ଭଞ୍ଜନଗର: ଅତ୍ୟାଧୁନିକ ପଦ୍ଧତିରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ ସମେତ ୪୯ଟି ବିଷୟରେ ସାରା ଦେଶରେ ଥାନାମାନଙ୍କୁ ନେଇ ସର୍ଭେ କରିଥିଲା କେନ୍ଦ୍ର ଗୃହ ବିଭାଗ। ସେଥିରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଟପ୍ - ୨ ସ୍ଥାନ ପାଇଥିଲା। ଦେଶର ଦ୍ଵିତୀୟ ସର୍ବୋତ୍କୃଷ୍ଟ ଥାନା ଭାବେ କେନ୍ଦ୍ର…

ପ୍ରକାଶ ପାଦୁକୋନ୍ ପାଇବେ ବିଡବ୍ଲୁଏଫର ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ବ୍ୟାଡମି ନ ଖେଳାଳି ପ୍ରକାଶ ପାଦୁକୋନଙ୍କୁ ଚଳିତ ବର୍ଷ ବିଶ୍ୱ ବ୍ୟାଡମି ନ ସଂଘ (ବିଡବ୍ଲୁଏଫ୍‌) ତରଫରୁ ଲାଇଫଟାଇମ୍ ଆଚିଭମେ ୍ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର କମିଶନର ସୁପାରିସ କ୍ରମେ ଏହି ସମ୍ମାନ ପାଇଁ ପାଦୁକୋନଙ୍କୁ ମନୋନୀତ କରିଛି ।…