ନକଲି ଔଷଧ କାରବାରର ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ନକଲି ଔଷଧ କାରବାରର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ଗତକାଲି କଟକରୁ ନକଲି ଔଷଧ ଜବତ ହୋଇଥିଲା । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା, ସେ ଉପରେ ତଦନ୍ତ କରାଯିବ ।…

ଚୋକ୍‌ସିର ଜାମିନ ଆବେଦନ ଖାରଜ କଲେ ଡୋମିନିକା ହାଇକୋର୍ଟ

ନୂଆଦିଲ୍ଲୀ: ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିବା ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିକୁ ଝଟ୍‌କା ଲାଗିଛି । ଡୋମିନିକା ହାଇକୋର୍ଟ ତାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ‘ଫ୍ଲାଇଟ୍ ରିସ୍କ’ ବା ଖସି ପଳାଇବା ସମ୍ଭାବନା ଥିବା ଦର୍ଶାଇ ଡୋମିନିକା କୋର୍ଟ ଚୋକ୍‌ସିର ଜାମିନ…

ପେଟ୍ରୋଲ୍ ପରେ ଡିଜେଲ ବି ୧୦୦ ପାର୍‌

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭର ଦିନକ ପରେ ପୁଣି ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ଆଜି ମଧ୍ୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପେଟ୍ରୋଲ-ଡିଜେଲ ଦର ବଢ଼ାଇଛନ୍ତି । ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୩ ପଇସା ବଢ଼ିଛି । ନୂଆ ଦର ସହ…

ବିଶ୍ୱ ଶିଶୁ ଶ୍ରମ ନିରୋଧୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଶିଶୁ ଶ୍ରମ ନିରୋଧୀ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ଦେଶର ଭବିଷ୍ୟତ ପିଲାମାନଙ୍କୁ ଦିଆଯାଇଥିବା ସୁଯୋଗ ଉପରେ ନିର୍ଭର କରେ । ବିଶ୍ୱ ଶିଶୁ ଶ୍ରମ ନିରୋଧୀ ଦିବସରେ ଶିଶୁ ଶ୍ରମିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପ…

କରୋନା ଅପଡେଟ୍‌: ୯୦ ହଜାର ତଳେ ଦୈନିକ ମାମଲା, ମୃତ୍ୟୁ ସଂଖ୍ୟା ପୁଣି ଚାରି ହଜାର ଉପରେ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୪,୩୩୨ ମାମଲା ସାମ୍ନାକୁ ଆସିଛି । ୭୦ ଦିନ ପରେ ଦୈନିକ ସଂକ୍ରମଣ ୯୦ ହଜାର ତଳକୁ ଖସିଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଦିନକରେ ଦେଶରେ ଏହି ମହାମାରୀରେ ଆଉ ୪୦୦୨ ଜଣଙ୍କର ମୃତ୍ୟୁ…

ୟୁଜି/ପିଜି ପରୀକ୍ଷା ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର- ୟୁଜି/ପିଜି ପରୀକ୍ଷା ନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସୁଛି । କେବେ ଓ କିଭଳି ୟୁଜି/ପିଜି ପରୀକ୍ଷା ହେବ,ସେ ସଂପର୍କରେ ବୈଠକରେ ଆଲୋଚନା କରାଯିବ । ପରୀକ୍ଷାର ରୂପରେଖ ନେଇ କୁଳପତିମାନଙ୍କ ସହ ଆଲୋଚନା କରିବେ…

ରାଜ୍ୟରେ କୋରୋନାରେ ଆଉ ୪୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଇଛି କୋରୋନା । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୩ ହଜାର ୨୫୭କୁ ବୃଦ୍ଧି ପାଇଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬, କଟକରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ, ବରଗଡରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

୫ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ, ପଶ୍ଚିମ ଓ ଦକ୍ଷିଣରେ କମୁଛି, ଉପକୂଳରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର- ରାଜ୍ୟରେ ୫ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୭୬୫ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯, କଟକରୁ ୫୦୫, ଯାଜପୁରରୁ…

ସମ୍ବେଦନଶୀଳ ପ୍ରଶାସନର ସର୍ବୋତ୍କୃଷ୍ଟ ନମୁନା

ସମାଜର ଶେଷ ବର୍ଗର ବ୍ୟକ୍ତିଙ୍କ ନିକଟରେ ସରକାରୀ କଳ ପହଞ୍ଚିପାରିବ , ପ୍ରଶାସନ ଦ୍ବାରା ସରକାରଙ୍କ ଯୋଜନାର ସୁଫଳ ସେ ପାଇବ , ତେବେ ଯାଇ ଜନଗଣଙ୍କ ପ୍ରତି ସମ୍ବେଦନଶୀଳ ସରକାର ଭାବେ ଗଣାହେବ । ସାଢ଼େ ୪ କୋଟି ଓଡ଼ିଆଙ୍କ ଏହି ବିଶାଳ ପରିବାରର ପ୍ରତିଟି ବ୍ୟକ୍ତି ମୋ ପାଇଁ ଆପଣାର , ସେମାନଙ୍କ…