ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରୟ ଓ ପୁଅ ଶୁଭ୍ରାଂଶୁ

କୋଲକାତା: ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ଦଳର ଜାତୀୟ ଉପାଧ୍ୟକ୍ଷ ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି । ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲ ଓ ତାଙ୍କ ପୁଅ ଶୁଭ୍ରାଂଶୁ ରୟ…

ଆମେରିକାରେ ଜରୁରୀ ବ୍ୟବହାର ପାଇଁ ‘କୋଭାକ୍ସିନ’କୁ ମିଳିଲାନି ଅନୁମତି

ହାଇଦ୍ରାବାଦ: ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର…

ବିଜେପି ଏବେ ‘ଭାରତୀୟ ଝଗଡ଼ା ପାର୍ଟି’: ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ‘ଘରେ ଘରେ ରାସନ’ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ରାଜ୍ୟମାନଙ୍କୁ ସମର୍ଥନ କରିବା ପରିବର୍ତ୍ତେ କେନ୍ଦ୍ର କଥା କଥାକେ ରାଜ୍ୟମାନଙ୍କ ସହ ଲଢ଼ୁଛି । ବିଜେପି ଏବେ ‘ଭାରତୀୟ…

ମୁକୁଲ ରୟଙ୍କ ହେବ ଘର ବାହୁଡ଼ା, ତୃଣମୂଳ ଭବନରେ ପହଞ୍ଚିଲେ

କୋଲକାତା: ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ିବେ । ଆଜି ଅପରାହ୍ନରେ ସେ ତୃଣମୂଳ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ…

ବରଗଡ଼ ପୋଲିସ- ମାଓବାଦୀ ଗୁଳି ବିନିମୟ: ବରଗଡ ପୁଲିସର ସଫଳତା, ଜଣେ ମାଓବାଦୀ ନିହତ

ବରଗଡ: ବରଗଡ଼ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି ! ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଘେଁସ ବନାଞ୍ଚଳ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ଗୁପ୍ତ ସୂଚନା ପାଇବାପରେ ଗତ ରାତିରେ ପୋଲିସ DVF ଏବଂ SOG ଯବାନଙ୍କ ମିଳିତ…