ଦିଲ୍ଲୀରେ ଡେଙ୍ଗୁ ଅଣାୟତ୍ତ, ଭାଙ୍ଗିଲା ପାଞ୍ଚ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏଥର ଡେଙ୍ଗୁର ରେକର୍ଡ ମାମଲା ରିପୋର୍ଟ ହୋଇଛି। ସଦ୍ୟତମ ସୂଚନା ଅନୁଯାୟୀ, ଚଳିତ ବର୍ଷ ଏଯାବତ୍ ୫,୨୭୭ ଡେଙ୍ଗୁ ମାମଲା ସାମ୍ନାକୁ ଆସିଛି । ଜାତୀୟ ରାଜଧାନୀରେ କେବଳ ଗତ ସପ୍ତାହକ ମଧ୍ୟରେ ୨୫୬୯ଟି ମାମଲା ଚିହ୍ନଟ ହୋଇଛି।…

୨୦ ବର୍ଷରେ ରୁଜୁ ହୋଇଛି ୧୮୮୮ଟି ହାଜତ ମୃତ୍ୟ ମାମଲା, ଦୋଷୀ ସାବ୍ୟସ୍ତ ହେଇଛନ୍ତି ମାତ୍ର ୨୬ ପୋଲିସ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜରେ ଅଲତାଫ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ପୁଣି ଥରେ ହାଜତ ମୃତ୍ୟୁକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ବାର୍ଷିକ କ୍ରାଇମ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଗତ ୨୦ ବର୍ଷରେ ଦେଶରେ ହାଜତ ମୃତ୍ୟୁର ୧୮୮୮ଟି…

ଜୁନିଅର ବିଶ୍ୱକପ୍ ହକି : ଭୁବନେଶ୍ୱରରେ ପହଂଚିଲା ବେଲଜିୟମ ଦଳ

ଭୁବନେଶ୍ୱର- କଳିଙ୍ଗ ହକି ଷ୍ଟାଡିୟମରେ ଆସନ୍ତା ୨୪ରୁ ଆରମ୍ଭ ହେବାକୁ ଥିବା ଜୁନିଅର ବିଶ୍ୱକପ୍ ହକି ପାଇଁ ବେଲଜିୟମ ଦଳ ଆଜି ଭୁବନେଶ୍ୱରରେ ପହଂଚିଛି । ଭବ୍ୟ ସ୍ୱାଗତ ପରେ ଖେଳାଳିମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା । ପ୍ରଥମ ବିଦେଶୀ ଟିମ୍ ଭାବେ ବେଲଜିୟମ ଭୁବନେଶ୍ୱରରେ…

ଏଥର ରାଜ୍ୟର ୬ ହଜାର ୭୯୪ଟି ପଂଚାୟତରେ ହେବ ନିର୍ବାଚନ

ଭୁବନେଶ୍ୱର-ରାଜ୍ୟରେ ଆଗାମୀ ପଂଚାୟତ ନିର୍ବାଚନ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବ । ସରପଂଚ ପଦ ପାଇଁ ୩ ହଜାର ୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ପଛୁଆବର୍ଗଙ୍କ ପାଇଁ ୭୭୮ ସରପଂଚ ଆସନ ସଂରକ୍ଷିତ…