‘ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢ଼ୁଛନ୍ତି, ଯଦି ଟିକା ଚାହୁଁଛ ଆତ୍ମନିର୍ଭର ହୁଅ’

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବ୍ଲୁ ଟିକା ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢ଼ୁଛନ୍ତି । ଲୋକଙ୍କୁ ଯଦି କୋଭିଡ୍ ଟିକା ଦରକାର ତେବେ ସେମାନେ ଆତ୍ମନିର୍ଭର ହେବାକୁ ପଡିବ । କେନ୍ଦ୍ର…

ଦିଲ୍ଲୀରେ ୯୫, ଛଅ ରାଜ୍ୟରେ ୧୦୦ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ: ପୁଣି ବଢ଼ିଛି ତୈଳ ଦର । ରବିବାର ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ହୋଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ୯୫ ଟଙ୍କା ଟପିଥିବା ବେଳେ ଡିଜେଲ ଲିଟର ପିଛା ୮୬ ଟଙ୍କା ହୋଇଛି । ମେ ୪ରୁ ଏଯାବତ୍ ୨୦ ଥର ତୈଳଦର ବୃଦ୍ଧି କରାଯାଇଛି…

ବୃକ୍ଷରୋପଣ ଏକ ସୁଖଦ ଅନୁଭୂତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବୃକ୍ଷରୋପଣ ତାଙ୍କ ପାଇଁ ଏକ ସୁଖଦ ଅନୁଭୂତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ପରିସରରେ ବୃକ୍ଷରୋପଣ କରି ଏହି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ଗଛ ବଡ ହେଲେ ପକ୍ଷୀମାନେ ବସା ବାନ୍ଧିବେ । ଚଢେଇଙ୍କ କଳରବ ଶୁଣାଯିବ । ଗଛର ଫୁଲ ଉପରେ ମହୁମାଛି ବସିବେ । ଗଛର…

Naveen Wishes Speedy Recovery to Cong Leader Tara Bahinipati from COVID-19

Bhubaneswar: Chief Minister Naveen Patnaik has wished senior Congress leader and Jeypore MLA Tara Prasad Bahinipati from COVID-19. ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ…

ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ଭାଇଙ୍କ ନାମରେ ମାମଲା

କୋଲକାତା: ମ୍ୟୁନିସିପାଲିଟି ଅଫିସ୍‌ରୁ ଲକ୍ଷ ଲକ୍ଷ ଟଙ୍କାର ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ବିଜେପି ନେତା ତଥା ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୂର୍ବ ମେଦିନିପୁର ଜିଲ୍ଲାରେ ମାମଲା ରୁଜୁ ହୋଇଛି । କାନ୍ତି ମ୍ୟୁନିସିପାଲିଟି ପ୍ରଶାସନିକ ବୋର୍ଡର ସଦସ୍ୟ…

କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ: ଯଦି ପିଜା, ବର୍ଗର ହୋମ୍ ଡେଲିଭରି ହେଇପାରୁଛି, ରାସନ୍ ସାମଗ୍ରୀ କାହିଁକି ନୁହଁ ?

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ‘ଘରୁ ଘର ରାସନ୍ ଯୋଜନା’ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି । କେନ୍ଦ୍ରର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାର ସବୁ ପ୍ରସ୍ତୁତି…

ଦିଲ୍ଲୀପ କୁମାର ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବର୍ଷିୟାନ ଅଭିନେତା ତଥା ‘ଟ୍ରାଜେଡ଼ି କିଙ୍ଗ୍‌’ ଭାବେ ପରିଚିତ ଦିଲ୍ଲୀପ କୁମାର ଅସୁସ୍ଥ ହୋଇପଡିଛନ୍ତି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ପତ୍ନୀ ସାଏରା ବାନୁ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି ।…

ଦୁଇମାସ ପରେ ସର୍ବନିମ୍ନ ମାମଲା, ଆଉ ୧.୧୪ ଲକ୍ଷ ନୂଆ ଆକ୍ରାନ୍ତ, ୨୬୭୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଗ୍ରାଫ୍ କ୍ରମାଗତ ଭାବେ ଖସୁଛି । କିନ୍ତୁ ମୃତ୍ୟୁ ସଂଖ୍ୟା ହାର ଅପରିବର୍ତ୍ତିତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୫ ପରେ ଏହା ହେଉଛି ସବୁଠୁ କମ୍ ଦୈନିକ ମାମଲା । ଦିନକରେ ଏହି…