ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁଟ୍ୟୁବ ଚ୍ୟାନେଲ ଲୋକାର୍ପିତ

ଭୁବନେଶ୍ୱର- ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରୀ କରିବା ଉଦ୍ଦେଶ୍ୟରେ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ ଟ୍ୟୁବ ଚ୍ୟାନେଲର୍ ଶୁଭାରମ୍ଭ କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ…

ଝାରପଡା ସ୍ୱତନ୍ତ୍ର ଜେଲ୍ ଚିଫ୍ ୱାର୍ଡର ସୁଦର୍ଶନ ବାରିକ ସସପେଣ୍ଡ୍‌

‌ଭୁବନେଶ୍ୱର- ଝାରପଡା ସ୍ୱତନ୍ତ୍ର ଜେଲ୍‌ର ଚିଫ୍ ୱାର୍ଡର ସୁଦର୍ଶନ ବାରିକଙ୍କୁ ସସପେଣ୍ଡ୍ କରାଯାଇଛି । ଝାରପଡା ସ୍ୱତନ୍ତ୍ର ଜେଲରୁ ମୋବାଇଲ୍ ଓ ଗଂଜେଇ ଭଳି ନିଷିଦ୍ଧ ସାମଗ୍ରୀ ମିଳିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜି ( ପ୍ରିଜନ )ସନ୍ତୋଷ ଉପାଧ୍ୟାୟଙ୍କ…

ରାଜ୍ୟରେ ଲକଡାଉନ ଅବଧି ଜୁନ୍ ୧୭ ଯାଏଁ ବୃଦ୍ଧି, ତିନି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ

ଭୁବନେଶ୍ୱର- ରାଜ୍ୟରେ ଲକଡାଉନକୁ ଜୁନ୍ ୧୭ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାନେ ଆଉ ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ । ତିନିଟି ଜିଲ୍ଲାରେ ଲକଡାଉନ…

ରାଜ୍ୟରେ ୨ ସପ୍ତାହ ମଧ୍ୟରେ କୋଭିଡ ପଜିଟିଭିଟି ରେଟ୍ ଆହୁରି କମିବ : ସ୍ୱାସ୍ଥ୍ୟ ବିଭାଗ ଏସିଏସ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନା ପଜିଟିଭିଟି ହାର କମୁଛି । ୨ ସପ୍ତାହ ମଧ୍ୟରେ ରାଜ୍ୟରେ ଏହି ହାର ଆହୁରି କମିବ । ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର । ମେ ମାସ ୨୨ ତାରିଖରେ ସର୍ବାଧିକ ୧୨…

ଆଜିଠୁ ଫ୍ରେଞ୍ଚ୍ ଓପନ: ପୁଣି ନାଡାଲଙ୍କ ଉପରେ ନଜର

ପ୍ୟାରିସ୍: ବର୍ଷର ଦ୍ୱିତୀୟ ଟେନିସ୍ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟଫ୍ରେଞ୍ଚ୍ ଓପନ ରବିବାର ଠାରୁ ଆରମ୍ଭ ହେଉଛି । ସବୁଥର ଭଳି ଏଥର ବି କ୍ଲେ କୋର୍ଟର ରାଜା ଭାବେ ପରିଚିତ ରାଫେଲ ନାଡାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏଠାରେ ଅବିଶ୍ୱସନୀୟ ୧୩ ଥର ଚାମ୍ପିୟନ ହୋଇଥିବା ଏହି ସ୍ପେନୀୟ…

ଉତ୍ତର ପ୍ରଦେଶ: ନଦୀରେ ପିଙ୍ଗାଯାଉଛି କୋଭିଡ୍ ରୋଗୀଙ୍କ ମୃତଦେହ, ଭାଇରାଲ ହେଲା ଭିଡିଓ

ବଳରାମପୁର: ଗଙ୍ଗା ନଦୀରେ ହଜାର ହଜାର କୋଭିଡ୍ ରୋଗୀଙ୍କ ଶବ ଭାସିବା ଘଟଣା ପରେ ଏବେ ଉତ୍ତର ପ୍ରଦେଶର ଆଉ ଏକ ଦୃଶ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି । ଉତ୍ତର ପ୍ରଦେଶ ବଳରରାମପୁର ଜିଲ୍ଲାରେ ଜଣେ କୋଭିଡ୍ ରୋଗୀଙ୍କ ମୃତଦେହକୁ ବ୍ରିଜ୍ ଉପରୁ ନଦୀକୁ ଫିଙ୍ଗା ଯିବାର ଭିଡିଓ ସାମ୍ନାକୁ ଆସିଛି ।…