କେନ୍ଦ୍ରର ଘୋଷଣା: କରୋନା ପାଇଁ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଶିକ୍ଷା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଯୋଗୁଁ ଭାରତରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ଏପରି ଅସହାୟ ପିଲାଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । କୋଭିଡ୍ କାରଣରୁ ଅନାଥ ହୋଇଥିବା ପିଲାମାନଙ୍କୁ ପିଏମ୍ କେୟାର୍ସ ୍ ଅଧୀନରେ ସହାୟତା ପ୍ରଦାନ…

ଓଡିଶାର ସ୍କୁଲ, କଲେଜ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା

ଭୁବନେଶ୍ୱର- ରାଜ୍ୟର ସ୍କୁଲ,କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ବିଷୟ ସ୍ଥାନ ପାଇବ । ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସଂପର୍କିତ ସଙ୍କଳ୍ପ ପାରିତ ହୋଇଛି । ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପାଇଁ ତାଲିମ ଦିଆଯିବ । ବିଜେଡି ସରକାରର ପଂଚମ…

ମନ୍ତ୍ରୀ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ : ପଞ୍ଚମ ପାଳିର ପ୍ରଥମ ଦୁଇ ବର୍ଷ ଥିଲା ଅତ୍ୟନ୍ତ ଆହ୍ୱାନମୂଳକ

ଭୁବନେଶ୍ବର: ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା । ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର…

ନିଜ ପ୍ରିୟ ପୃଷ୍ଠପୋଷକଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା ସଞ୍ଜିବନୀ ଅନ୍ତେବାସୀ

ବ୍ରହ୍ମପୁର – ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜିବନୀ ଚାଇଲ୍ଡ କେୟାର ହୋମ୍‌ର ଅନ୍ତେବାସୀଙ୍କ ପାଇଁ ମେ ୨୯ ତାରିଖ ହେଉଛି ଏକ ସ୍ମରଣୀୟ ଦିବସ । କାହିଁକି ନା ଏହି ଦିନ ହେଉଛି ସେମାନଙ୍କର ପ୍ରିୟ ପୃଷ୍ଠପୋଷକ ଭି.କେ ପାଣ୍ଡିଆନଙ୍କ ଜନ୍ମଦିନ । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରଦ୍ଧା ସଂଜିବନୀ…

ନୀରବ କର୍ମଯୋଗୀ, ପ୍ରଗତିର ସାଧକ

ସେ ଜଣେ ବିଚକ୍ଷଣ ପ୍ରଶାସନିକ ଅଧିକାରୀ, ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ଓ ନିଜ ଦାୟିତ୍ବ ପ୍ରତି ନିଷ୍ଠାବାନ। ପୁଣି ଦୂରଦୃଷ୍ଟି ସମ୍ପନ୍ନ ପ୍ରଶାସକ ଯିଏ କି ଆଗାମୀ ବର୍ଷମାନଙ୍କ ପାଇଁ ଯୋଜନା କରି ତାହାକୁ ସଫଳ ରୂପ ଦେଇପାରନ୍ତି। ହେଲେ ଅତ୍ୟନ୍ତ ସରଳ, ସାଧାସିଧା ଓ ବିନମ୍ର, ପ୍ରଚାରରୁ…

କେନ୍ଦ୍ର ଉପରେ ବର୍ଷିଲେ ମମତା: ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଅପମାନ ସହିପାରିବି ନାହିଁ

କୋଲକାତା: ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ତାଙ୍କ ବିରୋଧରେ ଅପପ୍ରଚାର ଚଳାଇଛି । ତାଙ୍କ ବିରୋଧରେ ଗଣମାଧ୍ୟକୁ ଏକତରଫା ଖବର ଦିଆଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ…