ଭୁବନେଶ୍ୱରରେ ପହଂଚିଲା ଚୀନ୍ରୁ ଆସିଥିବା ଅକ୍ସିଜେନ୍
ଭୁବନେଶ୍ୱର- ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର । ବିମାନ ଯୋଗେ ଭୁବନେଶ୍ୱରରେ ଅକ୍ସିଜେନ ସିଲିଣ୍ଡର ପଂହଚିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟ୍ୱିଟ୍ କରିଛନ୍ତି ।
ଅକ୍ସିଜେନ ଅଭାବରୁ…