ଗୀତା ମାହାତ୍ମ୍ୟ: କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।। ହେ ଅର୍ଜୁନ ! ସମବୁଦ୍ଧିରେ ଯୁକ୍ତ ଜ୍ଞାନିଜନମାନେ କର୍ମଦ୍ୱାରା ଉତ୍ପନ୍ନ…

ରୋହିତ ନୂଆ ଟି୨୦ ଅଧିନାୟକ, ନ୍ୟୁଜିଲାଣ୍ଡ ସିରିଜରୁ କୋହଲିଙ୍କୁ ବିଶ୍ରାମ, ପାଣ୍ଡ୍ୟା ବାଦ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଟିମ୍ ଇଣ୍ଡିଆର ନୂଆ ଟି୨୦ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ଏହି ତିନି ମ୍ୟାଚ୍ ଟି୨୦ ସିରିଜରୁ ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ…

ନବୀନ-ଜଗନ ଆଲୋଚନା : ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ ଦୁଇ ରାଜ୍ୟ, ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏକ ପ୍ରେସ ରିଲିଜ ଜାରି କରାଯାଇଛି । ଉଭୟଙ୍କ ମଧ୍ୟରେ ଆଲୋଚନା ବେଶ ଗଠନମୂଳକ ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ…