ମମିତା ମେହେର ହତ୍ୟା ମାମଲାରେ ନୂଆ ଖୁଲାସା

ବଲାଙ୍ଗିର – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମାଲାରେ ଆଉ ଏକ ଖୁଲାସା ହୋଇଛି । ହତ୍ୟାରେ ବ୍ୟବହୃତ ସ୍କୁଟି ଓ ଜେସିବି କିଛିଦିନ ତଳେ ଜବତ କରିଥିଲା ପୋଲିସ । ଏବେ ଜଣାପଡିଛି ଯେ, ମମିତାଙ୍କ ଶବକୁ ପୋଡିବାକୁ ବ୍ୟବହାର କରାଯାଇଥିବା…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବ୍ରାଭୋ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍

ଆବୁଧାବି: ଟି-୨୦ ବିଶ୍ୱକପରେ ଗୁରୁବାର ଶ୍ରୀଲଙ୍କା ଠାରୁ ପରାଜୟ ପରେ ୱେଷ୍ଟଇଣ୍ଡିଜର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଡୱେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଟି-୨୦ ବିଶ୍ୱକପରେ…

ଭାରତରେ ସାମ୍ବାଦିକଙ୍କ ଜୀବନ ଅସୁରକ୍ଷିତ, ଦୁଇ ବର୍ଷ ମଧ୍ୟରେ ୨୨୮ ସାମ୍ବାଦିକଙ୍କ ଉପରେ ୨୫୬ ଆକ୍ରମଣ

ନୂଆଦିଲ୍ଲୀ: ଭାରତରେ ସାମ୍ବାଦିକଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି । ମେ ୨୦୧୯ ରୁ ଚଳିତ ବର୍ଷ ଅଗଷ୍ଟ ମଧ୍ୟରେ ଭାରତରେ ୨୨୮ ସାମ୍ବାଦିକଙ୍କ ଉପରେ ୨୫୬ଟି ଆକ୍ରମଣ ତଥା ହିଂସା ମାମଲା ରିପୋର୍ଟ ହୋଇଛି । ନ୍ୟୁୟର୍କ ଭିତ୍ତିକ ସଂଗଠନ 'ପୋଲିସ୍ ପ୍ରୋଜେକ୍ଟ'ର ଦ୍ଵାରା ହୋଇଥିବା ଏକ ଅନୁଧ୍ୟାନରେ…