ଏବେ ଗାଁକୁ ଫୋକସରେ ରଖିଲେ ନବୀନ : ତୄଣମୂଳ ସ୍ତରରେ କୋଭିଡ ନିୟନ୍ତ୍ରଣ ଉପରେ ସର୍ବଦଳୀୟ ବୈଠକରେ ଗୁରୁତ୍ୱ, ପଞ୍ଚାୟତରେ…
ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ…