ଲଞ୍ଚ୍ ହେଲା ଡିଆର୍‌ଡିଓର କୋଭିଡ୍ ଔଷଧ ‘୨ଡିଜି’

ନୂଆଦିଲ୍ଲୀ: ବଜାରକୁ ଆସିଛି ଡିଆରଡିଓର କୋଭିଡ୍ ନିରୋଧୀ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ୍ (୨ଡିଜି) । କୋଭିଡ୍ ରୋଗୀଙ୍କ ପାଇଁ ଏହି ସଞ୍ଜିବନୀକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଆନୁଷ୍ଠାନିକ ଭାବେ ଲଞ୍ଚ୍ କରିଛନ୍ତିି । ନିକଟରେ…

ନାରଦ ଷ୍ଟିଙ୍ଗ୍ ମାମଲା : ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ

କୋଲକାତା: ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଆଜି ମମତା ସରକାରର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କୁ ଗିରଫ କରିଛି । ସିବିଆଇ ଏହି ମାମଲାରେ ମନ୍ତ୍ରୀ ଫିରହାଦ୍ ହାକିମ୍ ଓ ସୁବ୍ରତ ମୁଖାର୍ଜୀଙ୍କଙ୍କ ସହ ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ରାଙ୍କୁ ଗିରଫ କରିଛି । ନାରଦ ଷ୍ଟିଙ୍ଗ୍ ମାମଲାରେ ଏହି…

ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର- ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଭଜନ ଓ ଚଳଚ୍ଚିତ୍ର ଜଗତରେ ସେ ଛାଡି ଯାଇଥିବା ଚାପ ସର୍ବଦା…

‘ସୁନା ପଞ୍ଜୁରୀ’ ଫେମ୍ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର – ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଅମରେନ୍ଦ୍ର ମହାନ୍ତି ନବେ ଦଶକରେ ଏକାଧିକ ଓଡିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା…

Naveen Grieves Demise of Renowned Odia Music Director Amarendra Mohanty

Bhubaneswar: Chief Minister Naveen Patnaik today grieved the passing away of renowned Odia music director Amarendra Mohanty. ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ…

ଭାରତରେ କମୁଛି ସଂକ୍ରମଣ, ୨୭ ଦିନ ପରେ ଦୈନିକ ମାମଲା ୩ ଲକ୍ଷରୁ କମ୍‌, ଆଉ ୪୧୦୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୮୧,୩୮୬ ନୂଆ ମାମଲା ରେକର୍ଡ କରାଯାଇଛି । ୨୭ ଦିନ ପରେ ଭାରତରେ ଦୈନିକ କରୋନା ମାମଲା ତିନି ଲକ୍ଷ ତଳକୁ ଖସିଛି । ଶେଷଥର ଏପ୍ରିଲ ୨୧ରେ ଦୈନିକ ସଂକ୍ରମଣ ତିନି ଲକ୍ଷରୁ କମ୍ ଥିଲା । ପୁଣିଥରେ ଦୈନିକ…