ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣକୁ ବ୍ୟାପକ କରିବାରେ ସହାୟକ ହେଉଛି ମୋବାଇଲ ମେଡିକାଲ ଭ୍ୟାନ

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏମଏମଭି ବା ମୋବାଇଲ୍ ମେଡିକାଲ ଭ୍ୟାନଗୁଡ଼ିକୁ ନିୟୋଜିତ କରାଯାଉଛି। ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବିଭିନ୍ନ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ଏମଏମଭି…

ଅମରିନ୍ଦର ସିଂଙ୍କ ନୂଆ ଦଳର ନାମ ‘ପଞ୍ଜାବ ଲୋକ କଂଗ୍ରେସ’

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଏକ ନୂଆ ପାର୍ଟି ଘୋଷଣା କରିଛନ୍ତି। କ୍ୟାପଟେନ ତାଙ୍କ ନୂଆ ଦଳର ନାମ 'ପଞ୍ଜାବ ଲୋକ କଂଗ୍ରେସ' ରଖିଛନ୍ତି । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ…

ପ୍ରଥମ ଥର ଚାଷୀଙ୍କ ରକ୍ତଦାନ: ଗୋପାଳପୁର ନର୍ବାଚନମଣ୍ଡଳୀର କୃଷକ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ବ୍ରହ୍ମପୁର: ସେମାନେ ମାଟିର ମଣିଷ... ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଚାଲନ୍ତି। ଟାଙ୍ଗରା ଭୂଇଁକୁ ବି ଶସ୍ୟଶ୍ୟାମଳା ତଥା ଉତ୍ପାଦନକ୍ଷମ କରିବାର ସାମର୍ଥ୍ୟ ରହିଛି ତାଙ୍କ ନିକଟରେ। ବର୍ଷତମାମ ସେମାନେ ବହୁ କଷ୍ଟ ସ୍ୱୀକାର କରି ଯେଉଁ ଫସଲ ଅମଳ କରନ୍ତି ସେଥିରୁ କୋଟି କୋଟି…

ହିମାଚଳ ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଝଟକା, ଗୋଟିଏ ଲୋକସଭା ଏବଂ ତିନୋଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ

ଡେରାଡୁନ: ହିମାଚଳ ପ୍ରଦେଶ ଉପନିର୍ବାଚନରେ ​​ଶାସକ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ମଣ୍ଡି ଲୋକସଭା ଆସନ ସହ ଦଳକୁ ​​ଫତେହପୁର, ଅରକି ଏବଂ ଜୁବଲ-କୋଟଖାଇ ବିଧାନସଭା ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛ। ଏହି ତିନୋଟି ଆସନକୁ କଂଗ୍ରେସ କବଜା କରିଛି। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା…