କେନ୍ଦ୍ରର ଅଜବ ତୈଳ ନୀତି: ୫୦% ବଢ଼ାଇ ୫% ରିହାତି ଦେଲେ

ନୂଆଦିଲ୍ଲୀ: ଲଗାତାର ଭାବେ ପେଟ୍ରୋଲ-ଡିଜେଲ ଦରବୃଦ୍ଧି ନେଇ ଜନ ଅସନ୍ତୋଷ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି । ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଛି…

କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବନ୍ଦ କରି ହୀନମନ୍ୟତାର ପରିଚୟ ଦେଲେ ବିରୋଧୀ, ହିତାଧିକାରୀ ମହଲରେ ତୀବ୍ର…

ସମ୍ବଲପୁର : କୁଚିଣ୍ଡାରେ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବାକୁ ଯାଇ ଗଣ୍ଡଗୋଳ ଭିଆଇଥିବା ବିରୋଧୀ ଗତକାଲି ବିଜେଡି ଉପରେ ଦୋଷାରୋପ କରି ବନ୍ଦ ଡାକରା ଦେଇଥିଲେ । ତେବେ , ଏହି ବନ୍ଦ ପାଳନ ବେଳେ…

ବାଲିଗୁଡା ଆଇଟିଡିଏ ପିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି ଗିରଫ

ବ୍ରହ୍ମପୁର – କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏ ପିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିଙ୍କୁ ଗିରଫ କରାଯାଇଛି । ସିକ୍ୟୁରିଟି ଆମାଉଂଟ୍ ରିଲିଜ କରାଇଦେବା ପାଇଁ ଜଣେ କଂଟ୍ରାକ୍ଟରଙ୍କାରୁ ୬ ହଜାର ଟଙ୍କା ଦାବି କରିଥିଲେ । ସେ ଲାଂଚ ଗ୍ରହଣ କରୁଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ…

ନବୀନଙ୍କ ଦୀପାବଳୀ ଭେଟି, ରାଜ୍ୟରେ ପେଟ୍ରୋଲ ,ଡିଜେଲ ଉପରୁ ଭାଟ୍ ହ୍ରାସ, ଆର୍ଥିକ କ୍ଷତି ଅପେକ୍ଷା ଖାଉଟିଙ୍କ…

ଭୁବନେଶ୍ୱର – ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି । ପେଟ୍ରୋଲ ଓ ଡିଜେଲ୍ ଉପରୁ ଭାଟ୍ କମାଇଛନ୍ତି ରାଜ୍ୟ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର । ନୂଆ ଦର ୫…