ରାଜ୍ୟରେ ୧୦୬୪୯ ନୂଆ କୋରୋନା ଆକ୍ରାନ୍ତ, ୧ ଲକ୍ଷ ପାର୍ କଲା ସକ୍ରିୟ ମାମଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ହିଁ ରହିଛି । ଗତ ୨୪ ଘଂଟାରେ ୧୦ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୯୬୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୮୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ…

ଟିକା ପାଇବେ ସାଧୁସନ୍ଥ ଓ ଭିକାରୀ

ସାଧୁସନ୍ଥ, ଭିକାରୀ, ଗରିବଙ୍କୁ ଦିଆଯିବ ଟିକା। ସାର୍ବଜନୀନ ଟିକାକରଣ ଅଭିଯାନକୁ ସଫଳ କରିବା ସକାଶେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ଦେବା ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରଥମେ ବିଭିନ୍ନ ଶ୍ରେଣୀର କରୋନା ଯୋଦ୍ଧା, ଏହା ପରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ…

ନର୍ସ ମାନଙ୍କ ତ୍ୟାଗ ଓ ନିଷ୍ଠା ପ୍ରଶଂସନୀୟ : ନବୀନ

ଭୁବନେଶ୍ୱର: ଆଜି ବିଶ୍ବ ନର୍ସିଂ ଦିବସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖ ଦୁଃଖ କୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ…

୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରେ ଦାବି କଲେ ରାଜ୍ୟ ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟକୁ ୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ବେଳେ ଏହି ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।…

କୋଭିଡ ସମୟରେ ୭୮୬ ଡାକ୍ତର ପାଇବେ ସରକାରୀ ନିଯୁକ୍ତି, ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କଲା ଓପିଏସସି

ଭୁବନେଶ୍ୱର- କୋଭିଡ ସମୟରେ ୭୮୬ ଜଣ ଡାକ୍ତର ସରକାରୀ ନିଯୁକ୍ତି ପାଇବେ । ଓଡିଶା ଲୋକସେବା ଆୟୋଗ ବା ଓପିଏସସି ରାଜ୍ୟ ସରକାରଙ୍କୁ ଡାକ୍ତରଙ୍କ ନାଁ ସୁପାରିଶ କରିଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରିଛି ଓପିଏସସି । ଚୂଡାନ୍ତ ଫଳ ଓପିଏସସିର ୱେବସାଇଟ୍ opsc.gov.in ରେ ଉପଲବ୍ଧ…