ଇଦ୍ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା କଟକଣା ମଧ୍ୟରେ ଆଜି ସାରା ରାଜ୍ୟରେ ପବିତ୍ର ଇଦ୍ ଉଲ ଫିତର ପାଳନ କରାଯାଉଛି । ଇସଲାମ ଧର୍ମାବଲମ୍ବୀ ଘରେ ରହି ଇଦ୍ ପାଳନ କରୁଛନ୍ତି । କେବଳ ୫ ଜଣଙ୍କୁ ନେଇ ମସଜିଦ୍ ଓ ଇଦଗାରେ ସ୍ୱତନ୍ତ୍ର ନମାଜ ପାଠ ଓ ପ୍ରାର୍ଥନା ହୋଇଛି । ଇଦ୍ ଉଲ ଫିତର ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ…

ବ୍ରହ୍ମପୁର ସର୍କଲ ଜେଲରେ କୋରୋନା, ୪୮ କଏଦୀ ପଜିଟିଭ

ବ୍ରହ୍ମପୁର – ବ୍ରହ୍ମପୁର ସର୍କଲ ଜେଲରେ କୋରୋନା ସଂକ୍ରମଣ । ଏଠାରେ ୪୮ ଜଣ କଏଦୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନ ତଳେ ୮୪ ଜଣ କଏଦୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ବ୍ରହ୍ମପୁର ସର୍କଲ ଜେଲରେ ମୋଟ ୯୨୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ପାଇଁ ଏଠାରେ ୧୦୦ ଶଯ୍ୟା…

କୋରୋନା ମୁକାବିଲା : ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- କୋରୋନା ମୁକାବିଲା ସଂପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ସଂଧ୍ୟା ସାଢେ ୫ଟାରେ ବସିବ ବୈଠକ । ଆଲୋଚନାରେ ସବୁ ଦଳର ବିଧାୟକମାନେ ଯୋଗ ଦେବେ । ରାଜ୍ୟର ସମସ୍ତ ବିଧାୟକଙ୍କ ସହ…

ଆଜି ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଅକ୍ଷୟ ତୃତୀୟା ଓ କୃଷକ ଦିବସର ଅବ୍ୟବହିତ ପୂର୍ବରୁ ଆଜି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ । ଭୂମିହୀନଙ୍କୁ ୨୫୦୦, କ୍ଷୁଦ୍ର ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିବ । ୩୬ ଲକ୍ଷ…

ଦିନକରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧

ଭୁବନେଶ୍ୱର- ରାଜ୍ୟରେ କୋରୋନାର ରେକର୍ଡ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୯୩୮ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୦୧,…

ମହିଳା କ୍ରିକେଟ ଦଳର କୋଚ୍ ଭାବେ ଫେରିଲେ ରମେଶ ପାୱାର

ନୂଆଦିଲ୍ଲୀ : ପୂର୍ବତନ ସ୍ପିନର ରମେଶ ପାୱାର ଦୁଇବର୍ଷ ପରେ ପୁଣି ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ଫେରିଛନ୍ତି । ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) କୋଚ୍ ପଦ ପାଇଁ ୮ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ । ପାୱାରଙ୍କୁ ଏହି ଦାୟିତ୍ୱ ପାଇଁ…