ନର୍ସ ମାନଙ୍କ ତ୍ୟାଗ ଓ ନିଷ୍ଠା ପ୍ରଶଂସନୀୟ : ନବୀନ

ଭୁବନେଶ୍ୱର: ଆଜି ବିଶ୍ବ ନର୍ସିଂ ଦିବସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖ ଦୁଃଖ କୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ…

୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରେ ଦାବି କଲେ ରାଜ୍ୟ ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟକୁ ୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ବେଳେ ଏହି ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।…

କୋଭିଡ ସମୟରେ ୭୮୬ ଡାକ୍ତର ପାଇବେ ସରକାରୀ ନିଯୁକ୍ତି, ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କଲା ଓପିଏସସି

ଭୁବନେଶ୍ୱର- କୋଭିଡ ସମୟରେ ୭୮୬ ଜଣ ଡାକ୍ତର ସରକାରୀ ନିଯୁକ୍ତି ପାଇବେ । ଓଡିଶା ଲୋକସେବା ଆୟୋଗ ବା ଓପିଏସସି ରାଜ୍ୟ ସରକାରଙ୍କୁ ଡାକ୍ତରଙ୍କ ନାଁ ସୁପାରିଶ କରିଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରିଛି ଓପିଏସସି । ଚୂଡାନ୍ତ ଫଳ ଓପିଏସସିର ୱେବସାଇଟ୍ opsc.gov.in ରେ ଉପଲବ୍ଧ…

ଭାରତକୁ ଆଗୁଆ ଖୋଲି ଦିଆଗଲା: ଫୌସି

ୱାଶିଂଟନ: କରୋନା ପଳାଇଲା ବୋଲି ଭାବି ଭାରତକୁ ଅତିଶୀଘ୍ର ଖୋଲି ଦିଆଗଲା ଏବଂ ସବୁ କୋଭିଡ୍ କଟକଣା କୋହଳ କରିଦିଆଗଲା । ଫଳ ସ୍ୱରୂପ ଦେଶ ଆଜି ମହାସଙ୍କଟରେ ଫସିଛି ବୋଲି ପ୍ରସିଦ୍ଧ ମହାମାରୀ ବିଶେଷଜ୍ଞ ତଥା ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଆନ୍ଥୋନୀ ଫୌସି…

କୋଭିଡ୍ ପରିଚାଳନାରେ ତ୍ରୁଟି ଲୁଚାଇବା ପାଇଁ କେନ୍ଦ୍ରର ‘ସକାରାତ୍ମକତା’ ଅଭିଯାନକୁ ରାହୁଲ ଓ ପ୍ରଶାନ୍ତ କିଶୋରଙ୍କ…

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହରୀ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଥିବା ବେଳେ ନିଜ ଦୋଷତ୍ରୁଟି ଲୁଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ତରଫରୁ ଆରମ୍ଭ ହୋଇଥିବା ‘ସକାରାତ୍ମକତା’ ଅଭିଯାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି । କେନ୍ଦ୍ରର ଏଭଳି ଭାବମୂର୍ତ୍ତି…