ଦିନକରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧

ଭୁବନେଶ୍ୱର- ରାଜ୍ୟରେ କୋରୋନାର ରେକର୍ଡ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୯୩୮ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୦୧,…

ମହିଳା କ୍ରିକେଟ ଦଳର କୋଚ୍ ଭାବେ ଫେରିଲେ ରମେଶ ପାୱାର

ନୂଆଦିଲ୍ଲୀ : ପୂର୍ବତନ ସ୍ପିନର ରମେଶ ପାୱାର ଦୁଇବର୍ଷ ପରେ ପୁଣି ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ଫେରିଛନ୍ତି । ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) କୋଚ୍ ପଦ ପାଇଁ ୮ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ । ପାୱାରଙ୍କୁ ଏହି ଦାୟିତ୍ୱ ପାଇଁ…