ଭାରତରେ ଆଉ ୩.୨୬ ଲକ୍ଷ କରୋନା ମାମଲା ଚିହ୍ନଟ, ୩୮୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୩,୨୬,୦୯୮ କରୋନା ମାମଲା ରେକର୍ଡ କରାଯାଇଛି । ଏହି ରୋଗରେ ଆଉ ୩୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ କରୋନା ମାମଲା ତୁଳନାରେ ଦିନକରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଆଉ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇଛନ୍ତି ।…

ଗୁଜରାଟରେ ଲୁଚାଯାଉଛି କୋଭିଡ୍ ମୃତ୍ୟୁସଂଖ୍ୟା? ଅଢେ଼ଇ ମାସରେ ଜାରି କରାଯାଇଛି ୧.୨୩ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର

ଅହମ୍ମଦାବାଦ: ସାରା ଦେଶରେ କରୋନା ବିପର୍ଯ୍ୟୟ ମଧ୍ୟରେ ଗୁଜରାଟର ଭୟାବହ କୋଭିଡ୍ ପରିସଂଖ୍ୟାନ ସାମ୍ନାକୁ ଆସିଛି। ରାଜ୍ୟରେ ଗତ ୭୧ ଦିନ ମଧ୍ୟରେ ୧.୨୦ ଲକ୍ଷରୁ ଉର୍ଦ୍ଧ୍ଵ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଗତ ବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ୧ ରୁ ମେ ୧୦ ମଧ୍ୟରେ…

ରାଜ୍ୟରେ ଦିନକରେ ୧୧ ହଜାର ୮୦୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୧ ମୃତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ହଜାର ୮୦୫ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧ ହଜାର ୨୦୯ ଓ କଟକରୁ…

ଅକ୍ଷୟ ତୃତୀୟା ଓ କୃଷକ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର –ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ ବୋଲି ଆଶା ପ୍ରକାଶ କରିଛନ୍ତି…

ବ୍ଲାକ୍ ଫଙ୍ଗସ ରୋଗ ପାଇଁ ରାଜ୍ୟ ସରକାର ଗଠନ କଲେ ବିଶେଷଜ୍ଞ କମିଟି

ଭୁବନେଶ୍ୱର- କୋଭିଡ ରୋଗୀ ଓ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ ଫଙ୍ଗସ୍ ରୋଗର ତଦାରଖ ଓ ଏହାର ଚିହ୍ନଟ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ୭ ଜଣିଆ କମିଟି ବ୍ଲାକ ଫଙ୍ଗସ୍ ରୋଗର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଗାଇଡଲାଇନ ପ୍ରସ୍ତୁତ…