ପେଟ୍ରୋଲ,ଡିଜେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି : ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡି ମହିଳା ମୋର୍ଚ୍ଚାର…

ଭୁବନେଶ୍ୱର- ପେଟ୍ରୋଲ, ଡିଜେଲ ଓ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି ମହିଳା ମୋର୍ଚ୍ଚା । ରାଜ୍ୟବ୍ୟାପୀ ଦରବୃଦ୍ଧି ବିରୋଧରେ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ୧୪୭…

କାଲିଠାରୁ ରାଜ୍ୟରେ ଟିକା ନେଇନଥିବା ଲୋକଙ୍କୁ ଖୋଜିବା ଅଭିଯାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ ।…

ପର୍ବପର୍ବାଣୀ ଯୋଗୁଁ କୋରୋନା ସଂକ୍ରମଣ ବୃଦ୍ଧି, ନୂଆବର୍ଷ ଯାଏଁ ସଜାଗ ରହିବା ଉପରେ ନୂଆ ଡିଏମଇଟିଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର- ଡିଏମଇଟି ଭାବେ ଦାୟିତ୍ୱ ନେବା ପରେ ଡାକ୍ତର ରମାରମଣ ମହାନ୍ତି ରାଜ୍ୟରେ କୋରୋନା ସ୍ଥିତି ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପର୍ବପର୍ବାଣୀ ଯୋଗୁଁ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ନିୟମ କଡାକଡି ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ଚେନ୍ନାଇ: ଚେନ୍ନାଇର କାବେରୀ ହସ୍ପିଟାଲରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଡିସଚାର୍ଜ ହୋଇଛନ୍ତି। ଅସୁସ୍ଥତା ଯୋଗୁଁ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ଡ଼ାକ୍ତର ଟିମ୍ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍ କରିଥିଲା। ଏହା ପରେ ତାଙ୍କୁ କାର୍ଟଏଡ୍ ଆର୍ଟେରୀ…