ବହିଷ୍କୃତ କୁବେର କନେଷ୍ଟବଳଙ୍କ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି

ଭୁବନେଶ୍ୱର- ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ମୋଟ ଆୟବହିର୍ଭୂତ ସଂପତ୍ତି ର ମୂଲ୍ୟାୟନ କରିଛି ଭିଜିଲାନ୍ସ ବିଭାଗ । କୁବେର କନେଷ୍ଟବଳଙ୍କ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ପ୍ରସନ୍ନ ନିଜ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି ଠୁଳ କରିଥିବା…

କୋରୋନା ସଂକ୍ରମଣ ହ୍ରାସ ,ଦିନକରେ ୩୧୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୧୬ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୮୬ ଓ ସ୍ଥାନୀୟ ଅଂଚଳରୁ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୫୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।…

ବ୍ୟାଙ୍କିଂ ଠାରୁ ଗ୍ୟାସ୍ ସିଲିଣ୍ଡର ବୁକିଂ ଓ ହ୍ବାଟସଆପ୍, ଆଜିଠାରୁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କଣ ସବୁ…

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ମଧ୍ୟରେ ଆଜିଠାରୁ ତଥା ନଭେମ୍ବର ୧ରୁ ବିଭିନ୍ନ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କିଂ ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ବୁକିଂ ଏବଂ ଟ୍ରେନ୍ ଚଳାଚଳ ସମୟରେ ହେବାକୁ ଥିବା ପରିବର୍ତ୍ତନ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇପାରେ | ଆସନ୍ତୁ…

ଦୟନୀୟ ସ୍ଥିତିରେ ଦେବଗଡ଼ ବିଜେପି: ସାଂସଦ , ବିଧାୟକଙ୍କ ଜିଲ୍ଲାରେ ଦଳର ଫ୍ଲଫ୍ ସୋକୁ ନେଇ ଚର୍ଚ୍ଚା 

ଦେବଗଡ : ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନକୁ ବିଜେପି ଗତ ସାଧାରଣ ନିର୍ବାଚନକୁ ଦଖଲ କରିଛି । ଲୋକସଭା ଆସନରେ ବି ଦଳୀୟ ନେତା ତଥା ପୂର୍ବତନ ବିଧାୟକ ତଥା ଦେବଗଡ଼ର ରାଜା ବିଜୟୀ ହୋଇଛନ୍ତି । ତଥାପି ଜିଲ୍ଲାରେ ନିର୍ବାଚନ ପରଠାରୁ ଦଳର ସାଂଗଠାନିକ ସ୍ଥିତି ସୁଦୃଢ଼ ହେବା ପରିବର୍ତ୍ତେ…

ବଢ଼ିଲା ଏଲପିଜି ମୂଲ୍ୟ, ବ୍ୟବସାୟିକ ସିଲିଣ୍ଡର ପିଛା ୨୬୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ତୈଳ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ଯୋଗୁଁ ପୂର୍ବରୁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଏବେ ମାସ ଆରମ୍ଭରୁ ଆଉ ଏକ ଝଟକା ଲାଗିଛି। ଏବେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବଢ଼ିଛି । ବ୍ୟବସାୟିକ ସିଲିଣ୍ଡରଗୁଡ଼ିକର ଏଲପିଜି…

ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା- ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ । ଶୀତ ଦିନ ଆସିଥିବାରୁ ପୁଣି ଏହାକୁ ଖୋଲାଯାଇଛି । ଏଥର ମଧ୍ୟ ବାରିପଦା ପଟୁ ପିଠାବଟା ଗେଟ୍ ଓ ଯଶୀପୁର ପଟୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟରେ…