ରାଜ୍ୟରେ ପୁଣି ୧୨ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା, କଟକ ଓ ଅନୁଗୁଳ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୨ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୫୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୫୧୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର…

ମହାରାଷ୍ଟ୍ର: ପୋଲିସ୍ ସହ ସଂଘର୍ଷରେ ୧୩ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ୍‌ଚିରୋଲି ଜିଲ୍ଲାରେ ପୋଲିସ୍ ସହ ସଂଘର୍ଷରେ ୧୩ ଜଣ ନକ୍ସଲ୍‌ଙ୍କ ମୃତ୍ୟୁ ହୋଇଛି । ଗଡ୍‌ଚିରୋଲି ଜିଲ୍ଲାର କୋଟ୍‌ମି ଜଙ୍ଗଲରେ ଆଜି ଭୋର୍ ୫ଟା ୩୦ ମିନିଟ୍‌ରୁ ମହାରାଷ୍ଟ୍ର ପୋଲିସ୍‌ର ସି-୬୦ କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ କିଛି…

ଦେଶରେ କମୁଛି କରୋନା ସଂକ୍ରମଣ, କିନ୍ତୁ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଛି । ହେଲେ ଏହି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୫୫୧ ମାମଲା ରେକର୍ଡ କରାଯାଇଛି । ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୪୦୦୦ ଟପିଛି । ଦିନକରେ ଏହି ରୋଗରେ…

ପ୍ରବାସୀ ଓଡ଼ିଆଙ୍କ ବିୟୋଗ, ତୁରନ୍ତ ସହାୟତା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ

ସେ ସବୁ ଓଡ଼ିଆଙ୍କ ସୁଖଦୁଃଖର ସାଥି। ଓଡ଼ିଶା ମାଟିରେ ଥାଆନ୍ତୁ କି ରାଜ୍ୟ/ଦେଶ ବାହାରେ, କାହାରି ଦୁଃଖ କଷ୍ଟ ସମ୍ପର୍କରେ ଜାଣିବା ମାତ୍ରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ତାଙ୍କ ଦରଦୀବନ୍ଧୁ ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।…

ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ : ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ, ମହାମାରୀ ଆଇନ ଅଧୀନସ୍ଥ ରୋଗ

ଭୁବନେଶ୍ୱର- ବ୍ଲାକ୍ ଫଙ୍ଗସ୍‌କୁ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ । ସରକାର ସ୍ପଷ୍ଟ କରିଛନ୍ତି ଯେ, ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ । ଏହା ମହାମାରୀ ଆଇନ ଅଧୀନରେ ଆସୁଥିବା ରୋଗ । ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ ଆଇନର…