ମମିତା ମେହେର ହତ୍ୟା ମାମଲା, ପୁଣି ଜେଲ୍ ଗଲା ଗୋବିନ୍ଦ ସାହୁ

ବଲାଙ୍ଗିର- ବହୁଚର୍ଚ୍ଚିତ ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ଶେଷ ହୋଇଛି । ସେ ପୁଣି ଜେଲ୍ ଯାଇଛି । ଆଜି ସକାଳ ୭ଟାରେ ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା…

ବାରଘରର ବିକାଶ ନକ୍ସା ଆଙ୍କିଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ତିନି ବର୍ଷ ତଳର କଥା। ଅକ୍ଟୋବର ୨୦୧୮ରେ ପ୍ରାକୃତିକ ବିପର୍ଯ୍ୟୟ ତଥା ତିତଲି ବାତ୍ୟା ଗଜପତି ଜିଲ୍ଲାବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଗଜପତି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ କ୍ଷୟକ୍ଷତିର ଶିକାର ହୋଇଥିଲା। ସେତେବେଳେ ଏହି ଜିଲ୍ଲାର ପୁନଃନିର୍ମାଣ…

ଆଜିଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢା

ଭୁବନେଶ୍ୱର- ଏକାଦଶ ଶ୍ରେଣୀ ପରେ ଆଜିଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ କ୍ଲାସ ଆରମ୍ଭ । କ୍ଲାସରୁମ ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ । ସବୁ ସରକାରୀ, ବେସରକାରୀ ଓଡିଆ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ସକାଳ ୯ଟାରୁ ୧୨ଟା ୩୦ ମିନିଟ ଯାଏ ଚାଲିବ ପାଠପଢା । କଡା କୋରୋନା କଟକଣା…

ପାରଦ ଖସୁଛି, ଜାଡ଼ ବଢୁଛି କନ୍ଧମାଳକୁ ଆସୁଛି ପର୍ଯ୍ୟଟନ ଋତୁ

ଦାରିଙ୍ଗବାଡ଼ି: ଆସିଯାଇଛି ଶୀତ ଋତୁ। ଫେରି ଆସୁଛି ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜାଡ଼ର ମାହୋଲ। ପ୍ରକୃତି ସତେ ଯେମିତି ନିଜକୁ ଥଣ୍ଡାର ଚାଦରରେ ସଜାଇ ହୋଇ ନୂଆ ରୂପରେ ପର୍ଯ୍ୟଟକଙ୍କ ସକାଶେ ମନଲୋଭା ପରିବେଶ ସୃଷ୍ଟି କରୁଛି। ଆମନ୍ତ୍ରଣ କରୁଛି,…

କାଶୀର ମହାଶ୍ମଶାନ ମଣିକର୍ଣ୍ଣିକା ଘାଟ

କାଶୀ ବା ବାରଣାସୀର ପ୍ରସିଦ୍ଧ ଚଉରାଅଶି ଘାଟ ମଧ୍ୟରୁ ଏକ ବହୁ ଚର୍ଚ୍ଚିତ ଘାଟ ହେଉଛି ମଣିକର୍ଣ୍ଣିକା ଘାଟ । ଏଠାରେ ବ୍ୟକ୍ତିର ଦାହ ସଂସ୍କାର ହେଲେ ତାହାର ଆତ୍ମା ମୋକ୍ଷ ପ୍ରାପ୍ତି ହୋଇ ଥାଏ ବୋଲି ବିଶ୍ୱାସ ରହିଛି । ଏଇଥି ପାଇଁ ବହୁ ବ୍ୟକ୍ତି ଏଠାରେ ଅନ୍ତିମ ସଂସ୍କାର ନିମନ୍ତେ ଅଭିଳାଷ ପୋଷଣ…

ଗୀତା ମାହାତ୍ମ୍ୟ: ଭୟାଦ୍ରଣା ଦୁପରତମ ମାଂସ୍ୟନ୍ତେ ତ୍ଵଂ ମହାରଥା। ଯେଷାମ ଚତ୍ଵଂ ବହୁମତୋ ଭୁତ୍ବା ଯାସ୍ୟସି ଲାଘଵଂ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଗୌରବ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଭୟାଦ୍ରଣା ଦୁପରତମ ମାଂସ୍ୟନ୍ତେ ତ୍ଵଂ ମହାରଥା। ଯେଷାମ ଚତ୍ଵଂ ବହୁମତୋ ଭୁତ୍ବା ଯାସ୍ୟସି ଲାଘଵଂ ହେ ଅର୍ଜୁନ ! ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ଭାବରେ ସମ୍ମାନିତ ହୋଇ…