ମମିତା ମେହେର ହତ୍ୟା ମାମଲା, ପୁଣି ଜେଲ୍ ଗଲା ଗୋବିନ୍ଦ ସାହୁ

ବଲାଙ୍ଗିର- ବହୁଚର୍ଚ୍ଚିତ ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ଶେଷ ହୋଇଛି । ସେ ପୁଣି ଜେଲ୍ ଯାଇଛି । ଆଜି ସକାଳ ୭ଟାରେ ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଗତ ୨୦ ତାରିଖରୁ ୫ ଦିନିଆ ପୋଲିସ ରିମାଣ୍ଡରେ ଥିଲା ଗୋବିନ୍ଦ ସାହୁ ।

Comments are closed.