ଟିକା ନେଲେ ମିଳିବ ଟିଭି, ସ୍ମାର୍ଟ ଫୋନ୍, ଟିକା ନେଉଥିବା ଲୋକଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି । ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅନେକ ଯୋଜନା ଗ୍ରହଣ କରାଯାଇଛି । ଏବେ ମଣିପୁରରେ ଟିକା ନେଉଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ପୁରସ୍କାରମାନ ଘୋଷଣା କରାଯାଇଛି | ଟିକା ନେଉଥିବା…

ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ମାସରେ ବୈଠକ ପାଇଁ ପାକିସ୍ତାନର ଏନ୍ଏସ୍ଏକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ସ୍ଥିତିକୁ ନେଇ ଆସନ୍ତା ମାସରେ ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ର ଏକ ବୈଠକ ଅନୁଷ୍ଠିତ ହେବ। ଭାରତ ଏହାକୁ ଆୟୋଜନ କରିବ। ଏହି ବୈଠକରେ ରୁଷ୍ ଏବଂ ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା…

ଜାତୀୟ ସିନିଅର ଓ ଜୁନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର – ଜାତୀୟ ସିନିଅର ଓ ଜୁନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ଏହି ମାସ ୨୧ ତାରିଖରୁ ଝାନସୀରେ ଆରମ୍ଭ ହେବାକୁ ଥିବା ଜାତୀୟ ସିନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ୧୮ ଜଣିଆ ଓଡିଶା ଦଳର ନେତୃତ୍ୱ ନେବେ ଅସ୍ମିତା ବାର୍ଲା । ରାଂଚିରେ ଆସନ୍ତା ୨୦…

ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଚାରିଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର – ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବ ଇନଫୋସିଟି ପୋଲିସ । ଆସନ୍ତାକାଲିଠାରୁ ଅଭିଯୁକ୍ତଙ୍କ ରିମାଣ୍ଡ ଆରମ୍ଭ ହେବ । ରିମାଣ୍ଡରେ ନେବା ପାଇଁ ଇନଫୋସିଟି ପୋଲିସକୁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ଅମ୍ରିତ ବିଶ୍ୱାଳ,…

ଛତିଶଗଡ ପରେ ଭୋପାଳ: ଭସାଣି ଶୋଭାଯାତ୍ରାକୁ ମାଡ଼ିଗଲା କାର୍, ତିନି ଆହତ

ଭୋପାଳ: କିଛି ଦିନ ତଳେ ଛତିଶଗଡର ଯଶପୁରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଭିଡ଼ ଭିତରକୁ ଏକ କାର୍ ଦ୍ରୁତ ଗତିରେ ମାଡ଼ିଯିବା ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ସେଠାରେ ଶନିବାର ରାତିରେ ଦୁର୍ଗା ମୂର୍ତ୍ତି ଭସାଣି…

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡି ଦୁର୍ଘଟଣାଗ୍ରସ୍ତ, ୬ ଆହତ

ପାରଳାଖେମୁଣ୍ଡି - ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ବାଇକ ଆରୋହୀଙ୍କୁ ବଂଚାଇବାକୁ ପାଇଲଟ ଗାଡି ଉଦ୍ୟମ କରିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଅଡବା ଥାନା ବିରିକୋଟ ନିକଟରେ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି…

କେରଳରେ ଜଳ ପ୍ରଳୟ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଥିରୁବନନ୍ତପୁରମ: କେରଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଇଡୁକି ଏବଂ କୋଟାୟାମ ଜିଲ୍ଲାରେ ଭୂସ୍ଖଳନ ଘଟିଛି। ବର୍ଷା ଜନିତ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ସ୍ତରରେ ଏହା ନିଶ୍ଚିତ କରାଯାଇଛି। ରବିବାର ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…