କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗୀରକୁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ସୂଚନାଯୋଗ୍ୟ ଯେ କୋଭିଡ଼ ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗୀର ଜିଲ୍ଲାକୁ…

୨ ରୁ ୧୮ ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନର ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରି

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ଟିକାର ୨ ରୁ ୧୮ ବର୍ଷ ବୟସ ବର୍ଗଙ୍କ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ) ମଞ୍ଜୁରି ଦେଇଛନ୍ତି | ଡିସିଜିଆଇରୁ ସବୁଜ ସଙ୍କେତ ପାଇବା ପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ୫୨୫ ସୁସ୍ଥ…

ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ କରିଥିବା ପୂର୍ବତନ ସିବିଆଇ ଅଧିକାରୀଙ୍କ ପରଲୋକ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ କରିଥିବା ପୂର୍ବତନ ସିବିଆଇ ଅଧିକାରୀ କେ.ରଘୁନାଥମ ଆଉ ନାହାନ୍ତି । ରଘୁନାଥମଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ କରୋନା ଆକ୍ରାନ୍ତ ଥିଲେ ଏବଂ ନିକଟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅନୁପମ ଖେର୍, କହିଲେ ଛବି ସୁଧାରିବା ଅପେକ୍ଷା ସରକାର ଲୋକଙ୍କ ଜୀବନ ବଞ୍ଚାନ୍ତୁ

ନୂୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସାରା ଦେଶକୁ କଲବଲ କରୁଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏଭଳି ମହାସଙ୍କଟରେ ବଲିଉଡର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଦେଶକୁ ନିଜ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି। ଭେଟେରାନ ଅଭିନେତା ଅନୁପମ…

ବିହାରରେ ମେ ୨୫ ଯାଏଁ ବଢ଼ିଲା ଲକଡାଉନ୍

ପାଟନା: ବିହାରରେ କରୋନା ପ୍ରକୋପ ବଢୁଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଟୁଇଟ୍ କରି ଏହା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, "ଲକଡାଉନର ସକରାତ୍ମକ ପ୍ରଭାବ…