ନବରାତ୍ରୀର ଆଜି ମହାସପ୍ତମୀ ପୂଜା: ଦେବୀଙ୍କୁ ମା କାଳରାତ୍ରୀ ରୂପରେ ଆବାହନ କରାଯିବ

ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା' ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି । ଅଜଣା ଭୟ, ଶତ୍ରୁ…

ଗୀତା ମହାତ୍ମ୍ୟ: ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା,…

ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ୍ୟନ୍ୟାନି ସଂଯାତି ନବାନି ଦେହୀ।। ଶ୍ରୀ ଭଗବାନ କହିଲେ : ହେ ଅର୍ଜୁନ ! ମନୁଷ୍ୟ ଯେଉଁପରି ପୁରୁଣା ବସ୍ତ୍ରମାନ ତ୍ୟାଗକରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର…

ସମ୍ବଲପୁର ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ, ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ

ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ଅଧ୍ୟକ୍ଷତା ରେ ଅକ୍ଟୋବର ୧୧ ତାରିଖ ଦିନ ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟସ୍ଥ ସିଟି ପେଲେସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି…

ପୌର ନିର୍ବାଚନରେ ଆସନ ସ୍ଥାନ ସଂରକ୍ଷଣ ନେଇ ଆଇନ ବିଭାଗ ଜାରି କଲା ଗେଜେଟ ବିଜ୍ଞପ୍ତି

ଭୁବନେଶ୍ୱର- ଆଗାମୀ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ଆଇନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୨୭ ପ୍ରତିଶତ ମଧ୍ୟରେ ରହିବ । ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ମହାନଗର ନିଗମର ମେୟର ଓ ପୌରସଂସ୍ଥାର…

ପୋଲିସର ରାପିଡ୍ ଅପରେସନ, ଲୁଟ୍‌ର କମ୍ ସମୟ ମଧ୍ୟରେ ଧରାପଡିଲେ ଏଟିଏମ କ୍ୟାସ ଭ୍ୟାନର ଲୁଟେରା, ଡିଜିପିଙ୍କ ସାବାସୀ

ଭୁବନେଶ୍ୱର – ଢେଙ୍କାନାଳ ଖୁଂଟୁକଟା ନିକଟରୁ ଏଟିଏମ ଭ୍ୟାନ ଲୁଟ୍ ଘଟଣାରେ ସାମିଲ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛି । ପୋଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କଠାରୁ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି । ଏହି ଘଟଣାରେ ତ୍ୱରିତ ଧରପଗଡ କରି…