କରୋନା ଅପଡେଟ୍:ଦେଶରେ ଆଉ ୧୮,୧୩୨ ନୂଆ ମାମଲା, ୯୫ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରକୋପ ସମ୍ପ୍ରତି ଯଥେଷ୍ଟ ହ୍ରାସ ପାଇଛି। ଦେଶରେ କ୍ରମାଗତ ଚତୁର୍ଥ ଦିନ ପାଇଁ କରୋନା ଦୈନିକ ସଂକ୍ରମଣ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୮,୧୩୨ ନୂଆ ମାମଲା ରୁଜୁ ରେକର୍ଡ କରାଯାଇଛି। ଦିନକରେ ଏହି ରୋଗରେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି |…

ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକର ୧୬ଟି ପ୍ରସ୍ତାବରେ ମୋହର ବାଜିଛି । ଅର୍ଥ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟା, ଶ୍ରମ ବିଭାଗ ଓ ଇଏସଆଇ, ସାଧାରଣ ପ୍ରଶାସନ ଓ ଗୃହ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତାବ ଉପରେ…

ଡ୍ରଗ୍ସ ପାର୍ଟି ମାମଲା: ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି, ଜାମିନ ଆବେଦନ ଶୁଣାଣି ବୁଧବାରକୁ ଘୁଞ୍ଚିଲା

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ବି ଆଶ୍ବସ୍ତି ମିଳିନାହିଁ । ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ଆଜି ସ୍ଥଗିତ ରଖାଯାଇଛି। ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ ହୋଇଥିବା ଆର୍ଯ୍ୟନ ଖାନ ଏବଂ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ…

ଜମ୍ମୁକାଶ୍ମୀର: ଅନନ୍ତନାଗ ଓ ବାନ୍ଦିପୋରାରେ ସେନା ସହ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଦିନ ଜମ୍ମୁ କାଶ୍ମୀରର ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା…