ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ବୃଦ୍ଧି, ଦିନକରେ ୬୫୨ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୩୩୧

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୫୨ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୯୨ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୮୦ ଓ ସ୍ଥାନୀୟ ଅଞ୍ଚଳରୁ ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର-ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସମୟ ବଦଳିବା ସହ ମାନସିକ ସ୍ୱାସ୍ଥ୍ୟ ନେଇ ସାମାଜିକ ସଚେତନତାର ଆବଶ୍ୟକତା ଅଧିକ ଆବଶ୍ୟକ ରହିଛି । ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଶିକ୍ଷା, ସଚେତନତାର ପ୍ରସାର…

ନବରାତ୍ରର ଆଜି ଚତୁର୍ଥ ଦିନ: ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ମା’ କୁଷ୍ମାଣ୍ଡା

ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା' ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା' କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ…

ଗୀତା ମହାତ୍ମ୍ୟ: ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ ନ…

ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ  ନ ହନ୍ୟତେ ହନ୍ୟମାନେ ଶରୀରେ।। ଶ୍ରୀ ଭଗବାନ କହିଲେ : ଏହି ଆତ୍ମା କୌଣସି କାଳରେ ଜନ୍ମ . ହୋଇ ନଥାଏ କି ମରି ମଧ୍ୟ ନଥାଏ। ଏହା ଉତ୍ପନ୍ନ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା…