ପୁଅ ଆର୍ୟନ ପାଇଁ ଶାହାରୁଖଙ୍କୁ କ୍ଷତି, ସବୁ ବିଜ୍ଞାପନ ଉପରେ ରୋକ୍ ଲଗାଇଲା ବାଇଜୁସ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ବାପା ଶାହରୁଖ ଖାନଙ୍କ ପେସାଦାର ଜୀବନ ଉପରେ ମଧ୍ୟ ପଡ଼ିଛି। ଲର୍ନିଂ ଆପ୍ ବାଇଜୁସ୍ ଏବେ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । କ୍ରୁଜ୍ ଡ୍ରଗ୍ସ…

ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଡ୍ରାଇଭରଙ୍କୁ ଏନସିବିର ଜେରା

ମୁମ୍ବାଇ: ଆର୍ୟନ ଖାନ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭରଙ୍କୁ ସମନ୍ କରିଛି। ବର୍ତ୍ତମାନ ଏନସିବି କାର୍ଯ୍ୟାଳୟରେ କିଙ୍ଗ ଖାନଙ୍କ ଡ୍ରାଇଭରଙ୍କୁ ଜେରା କରୁଛି ଏନସିବି । ବର୍ତ୍ତମାନ ପର୍ଯ୍ୟନ୍ତ ଖାନ…

ନଓ୍ବାବ ମଲିକଙ୍କ ଅଭିଯୋଗ: ଡ୍ରଗ୍ସ ପାର୍ଟି ମାମଲାରେ ଅଟକ ବିଜେପି ନେତାଙ୍କ ସମ୍ପର୍କୀୟଙ୍କୁ ଛାଡ଼ି ଦେଇଥିଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ର କାର୍ଯ୍ୟାନୁଷ୍ଠାନକୁ ନେଇ ଏନସିପି ଲଗାତାର ଭାବରେ ପ୍ରଶ୍ନ ଉଠାଇ ଆସିଛି। ଏନସିପି ନେତା ନଓ୍ବାବ ମଲିକ ଏନସିବି ଉପରେ ବଡ ଅଭିଯୋଗ ଆଣି କହିଛନ୍ତି ଯେ ଏହି ମାମଲାରେ ଏନସିବି ୮ ଜଣ ନୁହେଁ ବରଂ ୧୧ ଜଣଙ୍କୁ ଅଟକ…

ଚଳିତ ୧୧ରୁ ବ୍ରହ୍ମପୁର ଡାକମଣ୍ଡଳର ବିଭିନ୍ନ ଉପ-ଡାକଘର ଓ ଶାଖା ଡାକଘରେ ରେଳ ଟିକଟ ବୁକିଙ୍ଗ ସୁବିଧା

ବ୍ରହ୍ମପୁର: ଚଳିତ ମାସ ୧୧ ତାରିଖରୁ ବ୍ରହ୍ମପୁର ଡାକ ମଣ୍ଡଳ ଅନ୍ତର୍ଗତ ବିଭନ୍ନ ଡାକଘରର କମନ ସେର୍ଭିସ କାଉଣ୍ଟରରେ ଲୋକମାନଙ୍କ ସୁବିଧା ସକାଶେ ରେଳ ଟିକଟ ବୂକିଙ୍ଗ ସେବା ଉପଲବ୍ଧ ହେବ ବୋଲି ବ୍ରହ୍ମପୁର ବରିଷ୍ଠ ଡାକ ଅଧକ୍ଷ୍ୟ ତାରିଣୀ ଚରଣ ପାଢ଼ୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ…

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଏନସିବି ପଞ୍ଚନାମାରେ ଖୁଲାସା, ଡ୍ରଗ୍ସ ନେଇଥିବା ମାନିଲେ ଆର୍ୟନ

ମୁମ୍ବାଇ: ଏନସିବିର ଚଢ଼ାଉ ପରେ କ୍ରୁଜ୍ ରେଭ୍ ପାର୍ଟି ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହି ମାମଲାରେ ଏକ ବଡ ଖବର ଆସିଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ନେଇଥିବା ସ୍ୱୀକାର କରିଛନ୍ତି। ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଦାଖଲ କରିଥିବା ପଞ୍ଚନାମାରେ ଏହା…

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର ଭୁବନେଶ୍ୱର- ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଭୁବନେଶ୍ୱର ଓ କଟକ ସହରରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ…