ସୁପ୍ରିମକୋର୍ଟରେ ପହଞ୍ଚିଲା କାଶ୍ମୀରରେ ହିନ୍ଦୁ, ଶିଖ ନାଗରିକଙ୍କ ହତ୍ୟା ମାମଲା, ମୃତକଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ…

ନୂଆଦିଲ୍ଲୀ: କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖମାନଙ୍କୁ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀର ଓକିଲ ଭିନୀତ ଜିନ୍ଦଲ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନାଙ୍କୁ ଏକ ଚିଠି ଲେଖି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଓକିଲ ଭିନୀତ…

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୂଜକ ଅଟକ

ପୁରୀ – ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃୃକ୍ତ ନାବାଳିକାଙ୍କ ପରିବାର ଲୋକଙ୍କ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ ପକ୍ସୋ ଆଇନରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି…

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ଜିଆରପି ପୋଲିସ। ଇଗତପୁରୀ ଏବଂ କସରା ରେଳ ଷ୍ଟେସନ ନିକଟରୁ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ଅନ୍ୟ ଚାରି ଅଭିଯୁକ୍ତ…

କ୍ରସ୍ ପିନ୍ଧିଲେ କିମ୍ବା ଚର୍ଚକୁ ଗଲେ ଏସସି ସାର୍ଟିଫିକେଟ୍ ରଦ୍ଦ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: କ୍ରସ୍ କିମ୍ବା ଅନ୍ୟାନ୍ୟ ଧାର୍ମିକ ପ୍ରତୀକ ଏବଂ ପ୍ରଥା ପ୍ରଦର୍ଶନ କଲେ ଜଣେ ଦଳିତଙ୍କ ଅନୁସୂଚିତ ଜାତି (ଏସସି) ସାର୍ଟିଫିକେଟ୍ ବାତିଲ ହୋଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି । ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ୍…

ଦେବଗଡରେ ବିଏସ୍‌ୱାଇ କାର୍ଡ ବଣ୍ଟନର ଶୁଭାରମ୍ଭ, ଚିକିତ୍ସାରେ ଅର୍ଥ ବାଧକ ନ ସାଜୁ- ନବୀନ

ଦେବଗଡ : କୌଣସି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ନ ସାଜୁ । ଚିକିତ୍ସା ଖର୍ଚ୍ଚ ତୁଳାଇବାକୁ ଯାଇ ଘର ବନ୍ଧା ନ ପଡୁ । ଏହି ଉଦ୍ଦେଶ୍ୟରେ ହିଁ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଦେବଗଡ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସମ୍ଭାବନା

ଭୁବନେଶ୍ୱର- ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଂଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ଏହା ୩ ଦଶମିକ ୧ ରୁ ୫ ଦଶମିକ ୮ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭୁବନେଶ୍ୱର…