କୋଭିଡ୍ ସ୍ଥିତି ନେଇ ମୁହଁ ଖୋଲିଲା ସଂଘ, ଉଭୟ ସରକାର ଓ ଜନସାଧାରଣଙ୍କୁ ଦାୟୀ କଲା
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ନେଇ ମୁହଁ ଖୋଲିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) । ବିସ୍ଫୋରକ କୋଭିଡ୍ ସଂକ୍ରମଣ ପାଇଁ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଉଭୟ ସରକାର ଓ ଲୋକଙ୍କୁ ଦାୟୀ କରିଛନ୍ତି ।
ପଜିଟିଭିଟି ଅନଲିମିଟେଡ୍ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି…